ଭୁବନେଶ୍ବର: ଭୁବନେଶ୍ବରରେ ଟ୍ରାଫିକ ଚେକିଂ ବେଳେ ସିରିଜ ଦୁର୍ଘଟଣା । ୩ ଟି କାରକୁ ପିଟିଲା ଇନୋଭା କାର । ପୋଲିସଠୁ ଖସିବାକୁ ଉଦ୍ୟମ କରି ଗୋଟିଏ ପରେ ଗୋଟିଏ ଗାଡିକୁ ପଛ ପଟୁ ପିଟି ଚାଲିଥିଲା କାର୍। ଏଭଳି ଢଙ୍ଗରେ ସିରିଜ ଦୁର୍ଘଟଣା ଘଟାଇଥିବା ଇନୋଭା କାରକୁ ଜବତ କରିଛି ପୋଲିସ । ଦୁଇ ଜଣଙ୍କୁ ଅଟକ ରଖି ନୟାପଲ୍ଲୀ ଥାନା ପୋଲିସ ପଚରାଉଚରା ଜାରି ରଖିଛି।
ଟ୍ରାଫିକ ଚେକିଂ ବେଳେ ସିରିଜ ଦୁର୍ଘଟଣା; ପୋଲିସଠୁ ଖସିବାକୁ ୩ କାରକୁ ପିଟିଲା ଇନୋଭା - accident in bhubneswar
ଟ୍ରାଫିକ ଚେକିଂ ବେଳେ ସିରିଜ ଦୁର୍ଘଟଣା । ୩ ଟି କାରକୁ ପିଟିଲା ଇନୋଭା କାର । ପୋଲିସଠୁ ଖସିବାକୁ ଉଦ୍ୟମ କରି ଗୋଟିଏ ପରେ ଗୋଟିଏ ଗାଡିକୁ ପଛପଟୁ ପିଟି ଚାଲିଥିଲା କାର। ଅଧିକ ପଢନ୍ତୁ...
ଟ୍ରାଫିକ ଚେକିଂ ବେଳେ ସିରିଜ ଦୁର୍ଘଟଣା; ୩ ଟି କାରକୁ ପିଟିଲା ଇନୋଭା କାର
ଏନେଇ ଦୁର୍ଘଟଣାରେ ଗୋଟିଏ ଇଓନ, ସ୍ବିଫ୍ଟ କାର ସହ ଅଲଟୋ କାରର ଆରୋହୀ ସାମାନ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି । ପ୍ରଥମେ ବାଣୀବିହାରରେ ବାଇକ ଆରୋହୀକୁ ପିଟିଥିଲା କାର । ପରେ ଫାୟାର ଷ୍ଟେସନ ଓଭରବ୍ରିଜ ଉପରେ ଇଣ୍ଟରସେପ୍ଟର ଟ୍ରାଫିକ ଚେକିଂରେ ଧରିବାକୁ ଉଦ୍ୟମ ବେଳେ ସିରିଜ ଦୁର୍ଘଟଣା କରିଥିଲା ଇନୋଭା କାର ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ