ଭୁବନେଶ୍ବର: ପୁଣି କୋରୋନା ନେଇଛି ଆଉ ଜଣେ ସାମ୍ବାଦିକଙ୍କ ଜୀବନ । ବୁଧବାର ରାଉରକେଲାରେ କାର୍ଯ୍ୟରତ ଭିଡିଓ ଜର୍ଣ୍ଣାଲିଷ୍ଟ ସୁମନ୍ତ ମହାନ୍ତି (50)କୋରୋନାରେ ପ୍ରାଣ ହରାଇଛନ୍ତି । ଏକ ଆଞ୍ଚଳିକ ଘରୋଇ ଗଣମାଧ୍ୟମ ଚ୍ୟାନେଲରେ ସେ ଭିଡିଓ ଜର୍ଣ୍ଣାଲିଷ୍ଟ ଭାବେ କାର୍ଯ୍ୟରତ ଥିଲେ ।
ଗତ 5 ଦିନ ଧରି ସୁମନ୍ତ ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।