ଭୁବନେଶ୍ବର: ଆଜି ଠାରୁ ରାଜ୍ୟ ସମସ୍ତ ସରକାରୀ ବେସରକାରୀ ସ୍କୁଲ 5 ଦିନ ପର୍ଯ୍ୟନ୍ତ ରହିବ ବନ୍ଦ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାରଙ୍କ ନିଷ୍ପତ୍ତି ।
ଆଜି ଠାରୁ 5 ଦିନିଆ ସ୍କୁଲ ଛୁଟି - କାଲି ଠାରୁ 5 ଦିନ ସ୍କୁଲ ଛୁଟି
ଆଜି ଠାରୁ ରାଜ୍ୟ ସମସ୍ତ ସରକାରୀ ବେସରକାରୀ ସ୍କୁଲ 5 ଦିନ ପର୍ଯ୍ୟନ୍ତ ରହିବ ବନ୍ଦ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାରଙ୍କ ନିଷ୍ପତ୍ତି । ଅଧିକ ପଢନ୍ତୁ
![ଆଜି ଠାରୁ 5 ଦିନିଆ ସ୍କୁଲ ଛୁଟି କାଲି ଠାରୁ 5 ଦିନ ସ୍କୁଲ ଛୁଟି](https://etvbharatimages.akamaized.net/etvbharat/prod-images/768-512-15113503-thumbnail-3x2-vv.jpg)
କାଲି ଠାରୁ 5 ଦିନ ସ୍କୁଲ ଛୁଟି
ଏହି ଛୁଟି ଆଜି(ମଙ୍ଗଳବାର) ଠାରୁ ଆସନ୍ତା 30 ପର୍ଯ୍ୟନ୍ତ ରହିବ । ତେବେ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଜାରି ରହିବ । ପରବର୍ତ୍ତୀ ସମୟରେ ସ୍ଥିତି ଦେଖି ନିଷ୍ପତ୍ତି ନେବେ ସରକାର । ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ।
ଭୁବନେଶ୍ବରରୁ ବିକାଶ ଦାସ , ଇଟିଭି ଭାରତ
Last Updated : Apr 26, 2022, 9:04 AM IST