ଭୁବନେଶ୍ବର:ଆସନ୍ତାକାଲି 19 ଟି ଜିଲ୍ଲାରେ ସ୍କୁଲ ଛୁଟି। ବାତ୍ୟା ଜୱାଦକୁ ଦୃଷ୍ଟିରେ ରଖି ଆସନ୍ତାକାଲି 19 ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଏନେଇ ବିଦ୍ୟାଳୟ ଗଣଶିକ୍ଷା ବିଭଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
Cyclone Jawad Effect: ୧୯ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କଲେ ସରକାର - ରାଜ୍ୟର ୧୯ ଜିଲ୍ଲାରେ ସ୍କୁଲ ବନ୍ଦ
ସାମୁଦ୍ରିକ ବାତ୍ୟା ଜୱାଦକୁ ନେଇ ରାଜ୍ୟରେ ୧୯ ଜିଲ୍ଲାର ସ୍କୁଲକୁ ଛୁଟି ଘୋଷଣା କଲେ ସରକାର । ରବିବାର ସାମୁଦ୍ରିକ ବାତ୍ୟା ଜୱାଦ ପୁରୀ ସ୍ଥଳଭାଗ ଛୁଇଁବ। ଅଧିକ ପଢନ୍ତୁ
Cyclone Jawad Effect: ରାଜ୍ୟରେ ୧୯ ଜିଲ୍ଲାରେ ସ୍କୁଲ ଛୁଟି
ଭୁବନେଶ୍ବରୁ ବିକାଶ ଦାସ, ଇଟିଭି ଭାରତ