ଓଡିଶା

odisha

School Holiday: ବୁଧ ପୂର୍ଣ୍ଣିମା, ସାବିତ୍ରୀରେ ସ୍କୁଲ ଛୁଟି

By

Published : May 14, 2022, 3:28 PM IST

ଆସନ୍ତା 16 ଓ 30 ତାରିଖରେ ଛୁଟି ରହିବ ସ୍କୁଲ । ଅଧିକ ପଢନ୍ତୁ

School Holiday: ବୁଧ ପୂର୍ଣ୍ଣିମା, ସାବିତ୍ରୀରେ ସ୍କୁଲ ଛୁଟି
School Holiday: ବୁଧ ପୂର୍ଣ୍ଣିମା, ସାବିତ୍ରୀରେ ସ୍କୁଲ ଛୁଟି

ଭୁବନେଶ୍ବର:ଆସନ୍ତା 16 ଓ 30 ତାରିଖରେ ଛୁଟି ରହିବ ସ୍କୁଲ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ବୁଧ ପୂର୍ଣ୍ଣିମା ଓ ସାବିତ୍ରୀ ପାଇଁ ଗଣଶିକ୍ଷା ବିଭାଗର ଛୁଟି ଘୋଷଣା । ଓଡ଼ିଆ କ୍ୟାଲଣ୍ଡରରେ ସରକାରୀ ଛୁଟି ଭାବରେ ବୁଧ ପୂର୍ଣ୍ଣିମା ଏବଂ ସାବିତ୍ରୀ ରହିଥିବା ବେଳେ ଏହା ପାଠପଢା କ୍ୟାଲେଣ୍ଡରରେ ବା ବିଦ୍ୟାଳୟ ପାଇଁ ଛୁଟି ନଥିଲା ।

School Holiday: ବୁଧ ପୂର୍ଣ୍ଣିମା, ସାବିତ୍ରୀରେ ସ୍କୁଲ ଛୁଟି

ମାତ୍ର ଚଳିତ ବର୍ଷ ଯେହେତୁ ଖରା ଛୁଟି ସମୟରେ ପିଲାମାନେ କ୍ଳାସ କରୁଛନ୍ତି । ଦୁଇ ବର୍ଷର ଶିକ୍ଷା କ୍ଷେତ୍ରର ପାଠ୍ୟକ୍ରମକୁ ଏହି ସମୟ ମଧ୍ୟରେ କଭର କରାଯିବାକୁ ଲକ୍ଷ୍ୟ ରହିଛି । ଏହି ୨ ଦିନ ସରକାରୀ ଛୁଟିଥିବାରୁ ସ୍କୁଲ ବନ୍ଦ ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details