ଓଡିଶା

odisha

ETV Bharat / city

ବଢିଲା ପାର୍ଟ ଟାଇମ୍ ଇନ୍‌ଷ୍ଟ୍ରକ୍ଟରଙ୍କ ମାସିକ ବେତନ

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ପାର୍ଟ ଟାଇମ୍ ଇନ୍‌ଷ୍ଟ୍ରକ୍ଟରଙ୍କ ମାସିକ ବେତନ ବୃଦ୍ଧି । ବେତନ ବୃଦ୍ଧି ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

By

Published : May 11, 2022, 7:04 AM IST

ବଢିଲା ପାର୍ଟ ଟାଇମ୍ ଇନ୍‌ଷ୍ଟ୍ରକ୍ଟରଙ୍କ ମାସିକ ବେତନ
ବଢିଲା ପାର୍ଟ ଟାଇମ୍ ଇନ୍‌ଷ୍ଟ୍ରକ୍ଟରଙ୍କ ମାସିକ ବେତନ

ଭୁବନେଶ୍ବର:ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ପାର୍ଟ ଟାଇମ୍ ଇନ୍‌ଷ୍ଟ୍ରକ୍ଟରଙ୍କ ମାସିକ ବେତନ ବୃଦ୍ଧି । ବେତନ ବୃଦ୍ଧି ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ପାର୍ଟ ଟାଇମ୍ ଇନ୍‌ଷ୍ଟ୍ରକ୍ଟରଙ୍କ ମାସିକ ବେତନ ୫୫୫୫ ଟଙ୍କାରୁ ୭ ହଜାରକୁ ବୃଦ୍ଧି କରାଯାଇଛି । ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଓଡ଼ିଶାରେ ୫୦୫୬ଜଣ ପାର୍ଟ ଟାଇମ୍ ଇନ୍‌ଷ୍ଟ୍ରକ୍ଟର ରହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details