ଓଡିଶା

odisha

ETV Bharat / city

ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଉପରେ SCଙ୍କ ରହିତାଦେଶ, ୨ମାସ ପରେ ପରବର୍ତ୍ତୀ ଶୁଣାଣି - ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ । ୨ ମାସ ପରେ ହେବ ପରବର୍ତ୍ତୀ ଶୁଣାଣି । ଅଧିକ ପଢନ୍ତୁ

ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ ଉପରେ SCଙ୍କ ରହିତାଦେଶ, ୨ ମାସ ପରେ ପରବର୍ତ୍ତୀ ଶୁଣାଣି
ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ ଉପରେ SCଙ୍କ ରହିତାଦେଶ, ୨ ମାସ ପରେ ପରବର୍ତ୍ତୀ ଶୁଣାଣି

By

Published : May 20, 2022, 8:59 PM IST

ଭୁବନେଶ୍ବର:ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ (Odisha Universities Amendment Act) ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏହା ଉପରେ ୩ ମାସ ପାଇଁ ରହିତାଦେଶ ଲଗାଇଥିବା ବେଳେ ଏ ନେଇ ଓଡ଼ିଶା ସରକାରଙ୍କୁ ଜବାବ ମାଗିଛନ୍ତି କୋର୍ଟ । ଆସନ୍ତା ୨ ମାସ ପରେ ପୁଣି ଏହା ଉପରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି ।

ଏଥିରେ କୁଳପତିଙ୍କ କାର୍ଯ୍ୟକାଳ ସହ ଆଇନରେ ଅନେକ ସଂଶୋଧନ ହୋଇଥିଲା । ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲା UGC । ଏହି ଆଇନର ବୈଧତାକୁ ସମର୍ଥନ କରି ଓଡ଼ିଶା ହାଇକୋର୍ଟ ପୂର୍ବରୁ ଏକ କ୍ଲିନ ଚିଟ୍ (Orissa HC had earlier given a clean chit) ଦେଇଥିଲେ । କିନ୍ତୁ ଏହାକୁ ଚ୍ୟାଲେଞ୍ଚ କରି ସୁପ୍ରିମକୋର୍ଟ ମଧ୍ୟ ଯାଇଥିଲେ ଜଣେ ପ୍ରଫେସର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details