ଓଡିଶା

odisha

ETV Bharat / city

ସସ୍ମିତା ବେହେରା ହେଲେ ଜାତୀୟ ମହିଳା କଂଗ୍ରେସ ସମ୍ପାଦିକା - National Women Congress

ଅଖିଳ ଭାରତୀୟ ମହିଳା କଂଗ୍ରେସ କମିଟିରେ ସ୍ଥାନ ପାଇଲେ ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରା। ଅଧିକ ପଢନ୍ତୁ

ସସ୍ମିତା ବେହେରା ହେଲେ ଜାତୀୟ ମହିଳା କଂଗ୍ରେସ ସମ୍ପାଦିକା
ସସ୍ମିତା ବେହେରା ହେଲେ ଜାତୀୟ ମହିଳା କଂଗ୍ରେସ ସମ୍ପାଦିକା

By

Published : Nov 18, 2021, 6:35 AM IST

ଭୁବନେଶ୍ବର: ଅଖିଳ ଭାରତୀୟ ମହିଳା କଂଗ୍ରେସ କମିଟିରେ ସ୍ଥାନ ପାଇଲେ ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରା । ସେ ଜାତୀୟ ସମ୍ପାଦିକା ଭାବେ ଦାୟିତ୍ୱ ତୁଲାଇବେ । ଏନେଇ ବୁଧବାର (AICC)ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସସ୍ମିତା ଅନୁଗୁଳ ଜିଲ୍ଲାକୁ ପ୍ରତିନିଧିତ୍ବ କରନ୍ତି । ସେ ପୁର୍ନରୁ ମହିଳା କଂଗ୍ରେସର ରାଜ୍ୟ ସଭାନତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଜାତୀୟ ସ୍ତରରେ ମହିଳାଙ୍କ ପ୍ରତିନିଧିତ୍ବ ବୃଦ୍ଧି ପାଇଲେ ରାଜ୍ୟରେ ମହିଳା କଂଗ୍ରେସ ଅଧିକ ସଶକ୍ତ ହେବ ବୋଲି ଦଳ କହିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details