ଭୁବନେଶ୍ବର: ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କୋରୋନା ପଜିଟିଭ ଚିହ୍ନଟ । ବର୍ତ୍ତମାନ ସେ ହୋମ ଆଇସୋଲେସନରେ ଅଛନ୍ତି । ଏନେଇ ସସ୍ମିତ ନିଜେ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି । ଗତ କିଛିଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେସନରେ ରହିବା ସହ ନିଜର ଟେଷ୍ଟ କରାଇବାକୁ ସେ ଅନୁରୋଧ କରିଛନ୍ତି । ଆମେ ସମସ୍ତେ ମିଶି କୋରୋନାକୁ ପରାସ୍ତ କରିବା ବୋଲି କହିଛନ୍ତି ସସ୍ମିତ । ତେବେ ନିକଟରେ ସେ ମୌସୁମୀ ଅଧିବେଶନରେ ଯୋଗ ଦେଇଥିଲେ ।
କୋରୋନା କବଳରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର - sasmit patra tested corona positive
ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନିଜେ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ସସ୍ମିତ । ଅଧିକ ପଢନ୍ତୁ...
ସସ୍ମିତଙ୍କୁ କୋରୋନା
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Sep 29, 2020, 3:04 PM IST