ଭୁବନେଶ୍ବର: ପ୍ରତି ପିଲା ପିଛା ମିଳୁଥିଲା ପରସେଣ୍ଟେଜ୍। ଟାଟାରେ ଚାକିରି ଦେବା ପାଇଁ ପିଲା ଯୋଗାଡ କରୁଥିଲେ । ଏଥିପାଇଁ ଫେକ୍ ଟାଟା ଏମଡି ଆକାଶ ପାଠକ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମିଡିଲମ୍ୟାନ ସାଜିଥିଲେ ସର୍ବେଶ୍ବର ରାଓ। ଏହାର ସୁରାକ ଉଭୟ ଆକାଶ ପାଠକ ଓ ପ୍ରଦୀପ ପାଣିଗ୍ରାହୀଙ୍କଠୁ ରିମାଣ୍ଡ ବେଳେ ସୂଚନା ଆଧାରେ ତଦନ୍ତ କରଛି କ୍ରାଇମବ୍ରାଞ୍ଚ ଟିମ୍।
ଟାଟାରେ ଚାକିରି ପାଇଁ ମିଛ ରେକମେଣ୍ଡ, ୨ ଦିନିଆ ରିମାଣ୍ଡରେ ମିଡଲମ୍ୟାନ ସର୍ବେଶ୍ବର - ପାଠକ-ପ୍ରଦୀପଙ୍କ ମିଡିଲମ୍ୟାନ ସାଜିଥିଲେ ସର୍ବେଶ୍ବର
ପ୍ରତି ପିଲା ପିଛା ମିଳୁଥିଲା ପରସେଣ୍ଟେଜ୍। ଟାଟାରେ ଚାକିରି ଦେବା ପାଇଁ ପିଲା ଯୋଗାଡ କରୁଥିଲେ । ଏଥିପାଇଁ ଫେକ୍ ଟାଟା ଏମଡି ଆକାଶ ପାଠକ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମିଡିଲମ୍ୟାନ ସାଜିଥିଲେ ସର୍ବେଶ୍ବର ରାଓ। ଅଧିକ ପଢନ୍ତୁ...

ପାଠକ-ପ୍ରଦୀପଙ୍କ ମିଡିଲମ୍ୟାନ ସାଜିଥିଲେ ସର୍ବେଶ୍ବର
ପାଠକ-ପ୍ରଦୀପଙ୍କ ମିଡିଲମ୍ୟାନ ସାଜିଥିଲେ ସର୍ବେଶ୍ବର
ପିଲା ଜୋଗାଡ଼ ପାଇ କେତେ ପରସେଣ୍ଟେଜ ପାଉଥିଲେ,କେଉଁ କେଉଁ ପିଲାଙ୍କୁ ଏପରିଠକେଇ ଜାଲରେ ଫସାଉଥିଲ, ଏଥିପାଇଁ କେତେ ପିଲାଙ୍କଠୁ ଠକେଇ କରିଥିଲେ, ଏସମ୍ପର୍କରେ କିଏ କିଏ ଏସବୁ ସତ ଜାଣିଥିଲେ, କାହା ଜାଣତରେ ଏପରି ଠକେଇ ସ୍କିମ ରଚାଯାଇଥିଲା ଆଉ ଏସବୁ ପଛରେ ଆଉ କାହାର ଲିଙ୍କ୍ ରହିଛି ସେ ନେଇ ରିମାଣ୍ଡରେ ନେଇ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ ଟିମ୍। ପୁର୍ବରୂ ଏହି ଲିଙ୍କରେ ଆକାଶ ପାଠକ 5 ଦିନିଆ ରିମାଣ୍ଡରେ ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ଦୁଇଦିନିଆ ରିମାଣ୍ଡରେ ପଚରାଉଚରା କରିସାରିଛି କ୍ରାଇମବ୍ରାଞ୍ଚ ଟିମ୍ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ
Last Updated : Dec 28, 2020, 2:27 PM IST