ଭୁବନେଶ୍ବର:ବରିଷ୍ଠ ପ୍ରଶାସକ ସଂଜୟ କୁମାର ସିଂହ ଆଜି ବାଣିଜ୍ୟ କର ତଥା ଜି.ଏସ୍.ଟି କମିଶନର ଭାବେ ଆଜି ଅତିରିକ୍ତ ଦାୟିତ୍ବ ଗ୍ରହଣ କରିଛନ୍ତି । କଟକ ସ୍ଥିତ ମୁଖ୍ୟାଳୟକୁ ଯାଇ ସେ ଦାୟୀତ୍ୱ ନେଇଛନ୍ତି । ବାଣିଜ୍ୟ କର ଭବନ କାର୍ଯ୍ୟାଳୟରେ ସଂଜୟଙ୍କୁ ସ୍ୱାଗତ କରାଯାଇଛି ।
ଜି.ଏସ୍.ଟି କମିଶନର ଭାବେ ଅତିରିକ୍ତ ଦାୟୀତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ପ୍ରଶାସକ ସଂଜୟ କୁମାର ସିଂହ । କଟକ ସ୍ଥିତ ମୁଖ୍ୟାଳୟରେ ଦାୟୀତ୍ୱ ନେଇଛନ୍ତି । ଏନେଇ ବାଣିଜ୍ୟ କର ଭବନ କାର୍ଯ୍ୟାଳୟରେ ସଂଜୟଙ୍କୁ ସ୍ବାଗତ କରାଯାଇଛି । ଦାୟୀତ୍ୱ ନେବା ପରେ ସଂଜୟ ବିଭାଗୀୟ କାର୍ଯ୍ୟପଦ୍ଧତି ସମ୍ବନ୍ଧରେ ପଚାରି ବୁଝିବା ସହ ପରେ ପରେ ସେ ଅଧିକାରୀମାନଙ୍କ ସହ ଏକ ବୈଠକରେ ମିଳିତ ହୋଇଛନ୍ତି ।