ଓଡିଶା

odisha

ETV Bharat / city

ନିଆଁର ସ୍ଥିତିକୁ ଆୟତ୍ତାଧୀନ ପାଇଁ ସରକାର ସମସ୍ତ ଚେଷ୍ଟା ଜାରି ରଖିଛନ୍ତି: ସନ୍ଦୀପ ତ୍ରିପାଠୀ

ନିଆଁର ସ୍ଥିତିକୁ ଆୟତ୍ତାଧୀନ ରଖିବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରହିଛି । ରାଜ୍ୟ ସରକାର ଏନେଇ ସମସ୍ତ ପ୍ରକାରର ପ୍ରଚେଷ୍ଟା କରୁଛନ୍ତି ବୋଲି ଟାକ୍ସଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ କହିଛନ୍ତି । ଅଧିକ ପଢନ୍ତୁ...

ନିଆଁର ସ୍ଥିତିକୁ ଆୟତ୍ତାଧୀନ ପାଇଁ ସରକାର ସମସ୍ତ ଚେଷ୍ଟା ଜାରି ରଖିଛନ୍ତି
ନିଆଁର ସ୍ଥିତିକୁ ଆୟତ୍ତାଧୀନ ପାଇଁ ସରକାର ସମସ୍ତ ଚେଷ୍ଟା ଜାରି ରଖିଛନ୍ତି

By

Published : Mar 22, 2021, 10:06 PM IST

ଭୁବନେଶ୍ବର: ନିଆଁର ସ୍ଥିତିକୁ ଆୟତ୍ତାଧୀନ ରଖିବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରହିଛି । ରାଜ୍ୟ ସରକାର ଏନେଇ ସମସ୍ତ ପ୍ରକାରର ପ୍ରଚେଷ୍ଟା କରୁଛନ୍ତି ବୋଲି ଟାକ୍ସଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ କହିଛନ୍ତି ।

ନିଆଁର ସ୍ଥିତିକୁ ଆୟତ୍ତାଧୀନ ପାଇଁ ସରକାର ସମସ୍ତ ଚେଷ୍ଟା ଜାରି ରଖିଛନ୍ତି

ଏଥିସହ ସେ କହିଛନ୍ତି, ସମସ୍ତ କର୍ମଚାରୀ ସତର୍କ ରହିଛନ୍ତି। ଓଡ୍ରାଫ ଟିମ ଓ ଅନ୍ୟ ଅଗ୍ନି କର୍ମଚାରୀ ସ୍ଥାନୀୟ ଲୋକମାନଙ୍କ ସହିତ ମିଶି ନିଆଁକୁ ପ୍ରଶମିତ କରିବା ଏବଂ ନିଆଁର ସ୍ଥିତିକୁ ଆୟତରେ ରଖିବାକୁ ସମସ୍ତ କ୍ଷେତ୍ର କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ଵର ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ ଆସନ୍ତା ୩-୪ ଦିନରେ ରାଜ୍ୟରେ କିଛି ଅଂଶରେ ହେବାକୁ ଥିବା ବର୍ଷା ଜଙ୍ଗଲ ନିଆଁ ଲିଭେଇବାରେ ଫଳପ୍ରଦ ହୋଇପାରେ । ନିର୍ଦ୍ଦିଷ୍ଟ ଭାବେ କେତେକ ଅଗ୍ନିବଣ ଓ ହଟସ୍ପଟ ଅଞ୍ଚଳରେ ଲାଗିଥିବା କ୍ରମାଗତ ନିଆଁକୁ ପ୍ରାଥମିକତା ଆଧାରରେ ପ୍ରଶମିତ କରାଯାଉଛି । କ୍ଷେତ୍ର କର୍ମଚାରୀମାନେ ନିଆଁର କାୟା ବିସ୍ତାରକୁ ପ୍ରତିରୋଧ କରିବାକୁ ସତର୍କ ଓ ସଜାଗ ରହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details