ଓଡିଶା

odisha

ETV Bharat / city

ଓଡ଼ିଆ ବାଲୁକା ଶିଳ୍ପୀ ସୁବଳ ମହାରଣାଙ୍କୁ ଗ୍ଲୋବାଲ ଶାନ୍ତି ସମ୍ମାନ - ବାଲୁକା ଶିଳ୍ପୀ

ଓଡ଼ିଆ ବାଲୁକା ଶିଳ୍ପୀ ସୁବଳ ମହାରଣାଙ୍କୁ ଗ୍ଲୋବାଲ ଶାନ୍ତି ସମ୍ମାନରେ ସମ୍ମାନୀତ କରାଯାଇଛି । ଅଧିକ ପଢନ୍ତୁ...

ଓଡ଼ିଆ ବାଲୁକା ଶିଳ୍ପୀ ସୁବଳ ମହାରଣାଙ୍କୁ ଗ୍ଲୋବାଲ ଶାନ୍ତି ସମ୍ମାନ
ଓଡ଼ିଆ ବାଲୁକା ଶିଳ୍ପୀ ସୁବଳ ମହାରଣାଙ୍କୁ ଗ୍ଲୋବାଲ ଶାନ୍ତି ସମ୍ମାନ

By

Published : Jun 5, 2021, 9:53 PM IST

ଭୁବନେଶ୍ବର: ଓଡ଼ିଆ ବାଲୁକା ଶିଳ୍ପୀ ସୁବଳ ମହାରଣାଙ୍କୁ ଗ୍ଲୋବାଲ ଶାନ୍ତି ସମ୍ମାନ । ଜମ୍ମୁ ଓ କାଶ୍ମୀରର ରାଜଧାନୀ ଶ୍ରୀନଗର ଠାରେ ଏକ ସ୍ବତନ୍ତ୍ର ଉତ୍ସବରେ World Book of Star Records ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଓଡ଼ିଆ ବାଲୁକା ଶିଳ୍ପୀ ସୁବଳ ମହାରଣାଙ୍କୁ ଗ୍ଲୋବାଲ ଶାନ୍ତି ସମ୍ମାନ

ସୂଚନାମୁତାବକ, ସୁବଳଙ୍କୁ ତାଙ୍କ ବାଲୁକା କଳାକୃତି ସହ ସାମାଜିକ କାର୍ଯ୍ୟକଳାପ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି । ବିଶ୍ୱର ଅନେକ ଦେଶର ସମାଜସେବୀ ଓ କଳାକାରଙ୍କୁ ମଧ୍ୟ ଏହି ସମ୍ମାନ ଦିଆଯାଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details