ଓଡିଶା

odisha

ସନତ ଗଡତିଆ ହେଲେ ବିଜେପୁର ବିଜେପି ପ୍ରାର୍ଥୀ

ବିଜେପୁର ପାଇଁ ପୁଣି ଥରେ ସନତ ଗଡତିଆଙ୍କୁ ଭରସା କରିଛି ବିଜେପି । ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ସନତଙ୍କୁ ବିଜେପି ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିଛି ।

By

Published : Sep 29, 2019, 2:45 PM IST

Published : Sep 29, 2019, 2:45 PM IST

Updated : Sep 29, 2019, 5:55 PM IST

ଫାଇଲ ଫଟୋ

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷିତ । ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହୋଇଥିବା ସନତ ଗଡତିଆଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛି ଦଳ । ଏନେଇ ଦଳର ସଂସଦୀୟ ବୋର୍ଡ ମୋହର ମାରିବା ପରେ ଦଳ ପକ୍ଷରୁ ବିଧିବଦ୍ଧ ଘୋଷଣା ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ସାଧାରଣ ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢି 53 ହଜାର ଭୋଟ ପାଇଥିଲେ ସନତ ।ପୂର୍ବରୁ ବିଜେଡି ଓ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Sep 29, 2019, 5:55 PM IST

ABOUT THE AUTHOR

...view details