ଓଡିଶା

odisha

ETV Bharat / city

NCPCRଙ୍କ ପରାମର୍ଶ ପରେ ମନ୍ତବ୍ୟ ଦେଲେ ସମ୍ବିତ ପାତ୍ର

ନୟାଗଡ ପରୀ ହତ୍ୟାକାଣ୍ଡ ମାମଲାରେ ଏସଆଇଟି ତଦନ୍ତ ବିରୋଧରେ ଜାତୀୟ ଶିଶୁ ଅଧିକାର ଆୟୁକ୍ତ ଦ୍ବାରସ୍ଥ ହୋଇଛନ୍ତି ସମ୍ବିତ ପାତ୍ର । ଅଧିକ ପଢନ୍ତୁ...

ପରି ହତ୍ୟାକାଣ୍ଡ ମାମଲା: ଆସିଲା ଜାତୀୟ ଶିଶୁ ଅଧିକାର ଆୟୋଗର ରାୟ
ପରି ହତ୍ୟାକାଣ୍ଡ ମାମଲା: ଆସିଲା ଜାତୀୟ ଶିଶୁ ଅଧିକାର ଆୟୋଗର ରାୟ

By

Published : Dec 20, 2020, 2:31 PM IST

ଭୁବନେଶ୍ବର: ପରୀ ହତ୍ୟାକାଣ୍ଡ ମାମଲା । ଘଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏସଆଇଟି ତଦନ୍ତ ବିରୋଧରେ ଜାତୀୟ ଶିଶୁ ଅଧିକାର ଆୟୁକ୍ତ ଦ୍ବାରସ୍ଥ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ।

ପରି ହତ୍ୟାକାଣ୍ଡ ନେଇ ଆସିଲା ଜାତୀୟ ଶିଶୁ ଅଧିକାର ଆୟୋଗର ରାୟ

ତେବେ ଗତକାଲି (ଶନିବାର) ପରି ହତ୍ୟାକାଣ୍ଡ ତଦନ୍ତକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଦ୍ବାରା ପରୀ ଘଟଣାର ତଦନ୍ତ ହେବା ନେଇ ପରାମର୍ଶ ଦେଇଥିଲେ । ଏନେଇ ଆଜି (ରବିବାର) ନିଜର ମନ୍ତବ୍ୟ ରଖିଛନ୍ତି ସମ୍ବିତ ପାତ୍ର।

ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

ABOUT THE AUTHOR

...view details