ଓଡିଶା

odisha

By

Published : May 10, 2021, 7:48 PM IST

ETV Bharat / city

ଲକଡାଉନ କଟକଣା ଉଲଙ୍ଘନ, 24 ଘଣ୍ଟାରେ 14,27,850 ଫାଇନ ଆଦାୟ

ମେ 5 ରୁ ମେ 19 ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକଡାଉନ କଟକଣା ଲାଗୁ ହୋଇଛି । ଏହାରି ମଧ୍ୟରେ କିଛି ଅମାନିଆ କଟକଣା ମାନୁନଥିବା ଦେଖିବାକୁ ମିଳିଛି । ଗତ 24 ଘଣ୍ଟା ମଧ୍ୟରେ ଲକଡାଉନ ନିୟମ ଉଲଙ୍ଘନ ମାମଲାରେ ରାଜ୍ୟରେ 29 ଅମାନିଆଙ୍କୁ ବାନ୍ଧିଛନ୍ତି ପୋଲିସ । ଅଧିକ ପଢନ୍ତୁ...

24  ଘଣ୍ଟାରେ 14,27,850 ଫାଇନ ଆଦାୟ
24 ଘଣ୍ଟାରେ 14,27,850 ଫାଇନ ଆଦାୟ

ଭୁବନେଶ୍ବର: କୋରୋନା ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ରାଜ୍ୟ ସରକାର 14 ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ମେ 5ରୁ ମେ 19 ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକଡାଉନ କଟକଣା ଲାଗୁ ହୋଇଛି । ଏହାରି ମଧ୍ୟରେ କିଛି ଅମାନିଆ କଟକଣା ମାନୁନଥିବା ଦେଖିବାକୁ ମିଳିଛି । ଗତ 24 ଘଣ୍ଟା ମଧ୍ୟରେ ଲକଡାଉନ ନିୟମ ଉଲଙ୍ଘନ ମାମଲାରେ ରାଜ୍ୟରେ 29 ଜଣ ଅମାନିଆଙ୍କୁ ବାନ୍ଧିଛନ୍ତି ପୋଲିସ ।

24 ଘଣ୍ଟାରେ 14,27,850 ଫାଇନ ଆଦାୟ

ସେହିପରି 24 ଘଣ୍ଟାରେ 7ଟି ମାମଲା ରୁଜୁ ହୋଇଥିବାବେଳେ 114ଟି ବାଇକ ଜବତ କରିଛି ପୋଲିସ । ଏହାଛଡା 14 ଲକ୍ଷ 27 ହଜାର 850 ଟଙ୍କା ଫାଇନ୍ ଆଦାୟ କରିଛନ୍ତି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details