ଓଡିଶା

odisha

ETV Bharat / city

ଭୁବନେଶ୍ବରରେ ଶୁଭ୍ରା କୁଣ୍ଡୁ, ଟ୍ରାନଜିଟ ରିମାଣ୍ଡରେ ଆଣିଲା ସିବିଆଇ - ଭୁବନେଶ୍ବରରେ ଶୁଭ୍ରା କୁଣ୍ଡୁ

ରୋଜଭ୍ୟାଲି ଚିଟଫଣ୍ଡ ମାମଲା । ଗିରଫ ଅଭିଯୁକ୍ତ ଶୁଭ୍ରା କୁଣ୍ଡୁକୁ ଆଜି ହେବ କୋର୍ଟ ଚାଲାଣ। ଏନେଇ କୋଲକତାରୁ ଟ୍ରାନଜିଟ ରିମାଣ୍ଡରେ ଆଣି ଭୁବନେଶ୍ବରରେ ପହଞ୍ଚିଲା ସିଵିଆଇ। ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଭୁବନେଶ୍ବରରେ ଶୁଭ୍ରା କୁଣ୍ଡୁ,ଟ୍ରାନଜିଟ ରିମାଣ୍ଡରେ ଆଣିଲା ସିବିଆଇ
ଭୁବନେଶ୍ବରରେ ଶୁଭ୍ରା କୁଣ୍ଡୁ,ଟ୍ରାନଜିଟ ରିମାଣ୍ଡରେ ଆଣିଲା ସିବିଆଇ

By

Published : Jan 17, 2021, 2:23 PM IST

ଭୁବନେଶ୍ବର: ରୋଜଭ୍ୟାଲି ଚିଟଫଣ୍ଡ ମାମଲା । ଗିରଫ ଅଭିଯୁକ୍ତ ଶୁଭ୍ରା କୁଣ୍ଡୁକୁ ଆଜି ହେବ କୋର୍ଟ ଚାଲାଣ। ଏନେଇ କୋଲକତାରୁ ଟ୍ରାନଜିଟ ରିମାଣ୍ଡରେ ଆଣି ଭୁବନେଶ୍ବରରେ ପହଞ୍ଚିଲା ସିବିଆଇ।

ଭୁବନେଶ୍ବରରେ ଶୁଭ୍ରା କୁଣ୍ଡୁ ,ଟ୍ରାନଜିଟ ରିମାଣ୍ଡରେ ଆଣିଲା ସିବିଆଇ

ପରେ ତାଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯିବ। ତେବେ ରୋଜଭ୍ୟାଲି ଚିଟଫଣ୍ଡ ମାମଲାର ଗିରଫ କରିଛି ସିବିଆଇ। ସେ ରୋଜଭ୍ୟାଲି ମୁଖ୍ୟ ତଥା ଗିରଫ ଅଭିଯୁକ୍ତ ଗୌତମ କୁଣ୍ଡୁଙ୍କ ପତ୍ନୀ।ଯେକି ଚିଟଫଣ୍ଡ ମାମଲାରେ ସଂପୃକ୍ତ ଥିଲେ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details