ଭୁବନେଶ୍ବର: ରାଜ୍ୟରେ କ୍ରମାଗତ ଭାବେ ସଂକ୍ରମଣ ମାମଲା ବୃଦ୍ଧି ପାଉଛି। ଏହା ସହ ଓଡିଶାରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା କେନ୍ଦ୍ରୀଭୂତ ହେବାରେ ଲାଗିଲାଣି। ତେବେ ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସ୍ଥାନରେ ବିଶୋଧନ ପ୍ରକ୍ରିୟା ଆରମ୍ଭ କରାଯାଇଛି।
ଏନେଇ ସୋମବାର ଆରଏମଆରସି,ଏମ୍ସ ହେଉଛି ବିଶୋଧନ। ଭୁବନେଶ୍ୱର ଅଗ୍ନିଶମ ବିଭାଗ ପକ୍ଷରୁ ଇଏମଏସ,ଆରଏମଆରସି ,ବିଭିନ୍ନ କୋଭିଡ ଟେଷ୍ଟିଂ ସେଣ୍ଟର ବିଶୋଧନ କରାଯାଉଛି।