ଭୁବନେଶ୍ବର: କୋରୋନାର କର ଲେଉଟାଣିରେ ବିଗିଡିଲାଣି ଓଡ଼ିଶାର ସ୍ଥିତି । ବେହାଲ ହେଉଛି ଓଡ଼ିଶାର ଅବସ୍ଥା । ରେଡ଼ ଜୋନକୁ ଗଲା ସୁନ୍ଦରଗଡ ଓ ଖୋର୍ଦ୍ଧା ଜିଲ୍ଲା । ଦୁଇଟି ଯାକ ଜିଲ୍ଲାରେ ବର୍ତ୍ତମାନ ହଜାରେ ଉପରେ ରହିଛି ଆକ୍ଟିଭ କେସ ।
ଆଲର୍ଟ ! ରେଡ଼ ଜୋନରେ ସୁନ୍ଦରଗଡ ଓ ଖୋର୍ଦ୍ଧା
କୋରୋନାରେ ବେହାଲ ଓଡ଼ିଶାର ଅବସ୍ଥା । ରେଡ଼ ଜୋନକୁ ଗଲା ସୁନ୍ଦରଗଡ ଓ ଖୋର୍ଦ୍ଧା ଜିଲ୍ଲା । ଦୁଇଟି ଜିଲ୍ଲାରେ ବର୍ତ୍ତମାନ ହଜାରେ ଉପରେ ରହିଛି ଆକ୍ଟିଭ କେସ । ଅଧିକ ପଢନ୍ତୁ...
ଆଲର୍ଟ ! ରେଡ଼ ଯୋନରେ ସୁନ୍ଦରଗଡ ଓ ଖୋର୍ଦ୍ଧା
ଚିନ୍ତା ବଢାଉଛି ରାଜ୍ୟରେ ଦୈନିକ ସଂକ୍ରମଣ । ବିଶେଷ କରି ସୁନ୍ଦରଗଡ ଓ ଖୋର୍ଦ୍ଧାରେ କୋରୋନା ଆକ୍ରାନ୍ତ ଗ୍ରାଫ ଉପରମୁହାଁ ରହିଛି । ଏଣୁ ସରକାର ଏହି 2 ଜିଲ୍ଲାକୁ ରେଡ ଜୋନ ଘୋଷଣା କରିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ