ଓଡିଶା

odisha

ETV Bharat / city

ରାଜ୍ୟର ତିନୋଟି ଜିଲ୍ଲାକୁ ରେଡ଼ ଆଲର୍ଟ - ପ୍ରବଳ ବର୍ଷା

ପ୍ରବଳ ବର୍ଷାର ଆଶଙ୍କା ନେଇ ଆସନ୍ତା 24 ଘଣ୍ଟା ମଧ୍ୟରେ ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଏହାସହ ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାକୁ ରେଡ଼ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ଫଟୋ ସୌଜନ୍ୟ- ପ୍ରତିିିନିଧି, ଭୁବନେଶ୍ବର

By

Published : Jul 30, 2019, 1:37 AM IST

ଭୁବନେଶ୍ବର: କିଛିଦିନର ଲୁଚକାଳି ପରେ ପୁଣି ଫେରିଛି ମୌସୁମୀ। ବର୍ତ୍ତମାନ ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି। ଯାହା ଫଳରେ ଆଗାମୀ ଅଗଷ୍ଟ 1 ତାରିଖରୁ ରାଜ୍ୟରେ ବର୍ଷାର ସମ୍ଭାବନା ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଭିଡିଓ ସୌଜନ୍ୟ- ପ୍ରତିିିନିଧି, ଭୁବନେଶ୍ବର

ପ୍ରବଳ ବର୍ଷାର ଆଶଙ୍କା ନେଇ ଆସନ୍ତା 24 ଘଣ୍ଟା ମଧ୍ୟରେ ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଏହାସହ ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାକୁ ରେଡ଼ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଅନ୍ୟ ପଟେ ରାଜ୍ୟରେ ଆଜି ସୁଦ୍ଧା ସ୍ବାଭାବିକ ଠାରୁ(-) ମାଇନସ୍ 20 ମିଲିମିଟର ବର୍ଷା କମ ରେକର୍ଡ କରାଯାଇଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details