ଭୁବନେଶ୍ବର: ଆଗାମୀ ଉପ ନିର୍ବାଚନ ସହ ଅନ୍ୟ ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ଗାଇଡଲାଇନ ଜାରି କରିଛନ୍ତି । ବର୍ତ୍ତମାନର କୋରୋନା ସ୍ଥିତିକୁ ଦେଖି ଆୟୋଗ ସମସ୍ତ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ ପାଇଁ ଜାରି ଗାଇଡଲାଇନରେ ଉଲ୍ଲେଖ କରିଛନ୍ତି । ଏହାସହ ଆଗାମୀ ସେପ୍ଟେମ୍ବର ସୁଦ୍ଧା ଓଡ଼ିଶାରେ ଦୁଇଟି ଆସନରେ ଉପନିର୍ବାଚନ ହେବାକୁ ଯାଉଛି ।
ନିର୍ବାଚନ କମିଶନଙ୍କ ଗାଇଡଲାଇନକୁ ନେଇ ତିନି ଦଳର ପ୍ରତିକ୍ରିୟା - ଉପ ନିର୍ବାଚନ
ଆଗାମୀ ଉପ ନିର୍ବାଚନ ସହ ଅନ୍ୟ ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ଗାଇଡଲାଇନ ଜାରି କରିଛନ୍ତି । ଗାଇଡ ଲାଇନକୁ ରାଜ୍ୟର ତିନି ପ୍ରମୁଖ ଦଳ ସ୍ଵାଗତ କରିଛନ୍ତି । ଅଧିକ ଖବର ପଢନ୍ତୁ...
ନିର୍ବାଚନ କମିଶନଙ୍କ ଗାଇଡ ଲାଇନକୁ ନେଇ ତିନି ଦଳର ପ୍ରତିକ୍ରିୟା
ନିର୍ବାଚନ କମିଶନଙ୍କ ଗାଇଡ ଲାଇନକୁ ନେଇ ତିନି ଦଳର ପ୍ରତିକ୍ରିୟା
କୋରୋନା ମହାମାରୀ ସମୟରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଦିଆଯାଇଥିବା ଗାଇଡଲାଇନକୁ ରାଜ୍ୟର ତିନି ପ୍ରମୁଖ ଦଳ ସ୍ଵାଗତ କରିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ