ଓଡିଶା

odisha

By

Published : Jun 3, 2021, 12:43 PM IST

ETV Bharat / city

ରାଜ୍ୟରେ ପୁନଃ ସଂକ୍ରମଣ କମ୍ ରହିଛି: ILS ନିର୍ଦ୍ଦେଶକ

ରାଜ୍ୟରେ ବହୁତ କମ୍ ପୁନଃ ସଂକ୍ରମଣ ମାମଲା ରହିଛି । ବିଶେଷକରି ହସ୍ପିଟାଲ ଓ ହେଲଥ ୱାର୍କସଙ୍କ ନିକଟରେ ପୁନଃ ସଂକ୍ରମଣ ଅଧିକ ଦେଖାଯାଉଛି । ଅଧିକ ପଢନ୍ତୁ...

ରାଜ୍ୟରେ ପୁନଃ ସଂକ୍ରମଣ କମ୍ ରହିଛି: ଆଇଏଲଏସ ନିର୍ଦ୍ଦେଶକ
ରାଜ୍ୟରେ ପୁନଃ ସଂକ୍ରମଣ କମ୍ ରହିଛି: ଆଇଏଲଏସ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ କୋରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଲେ ILS ନିର୍ଦ୍ଦେଶକ ଅଜୟ ପରିଡା । ଆମ ରାଜ୍ୟରେ ବହୁତ କମ୍ ପୁନଃ ସଂକ୍ରମଣ ହେଉଛି । ଯାହାର ପରିମାଣ -1 ପ୍ରତିଶତ ବୋଲି ସେ ସୂଚନା ଦେଇଛନ୍ତି ।

ରାଜ୍ୟରେ ପୁନଃ ସଂକ୍ରମଣ କମ୍ ରହିଛି: ଆଇଏଲଏସ ନିର୍ଦ୍ଦେଶକ

ବିଶେଷକରି ହସ୍ପିଟାଲ ଓ ହେଲଥ ୱାର୍କସଙ୍କ ନିକଟରେ ପୁନଃ ସଂକ୍ରମଣ ଅଧିକ ଦେଖାଯାଉଛି । ଏହାସହ ଟିକା ନେଵା ପରେ ଯେଉଁମାନେ ସଂକ୍ରମିତ ହେଉଛନ୍ତି ସେଭଳି କିଛି କେସକୁ ଅନୁଧ୍ୟାନ କରାଯାଉଛି । କିଛି ସ୍ଥାନରେ ଦେଖିବାକୁ ମିଳୁଛି କି ଟିକାର ଦୁଇଟି ଡୋଜ ନେବା ପରେ ବି ଲୋକଙ୍କ ଭିତରେ ଆଣ୍ଟିବଡି ବିକଶିତ ହେଉନାହିଁ । ତେବେ ଏହା କେବଳ ସେହି ଲୋକଙ୍କର ଇମ୍ୟୁନିଟି ପାୱାର ଉପରେ ନିର୍ଭର କରୁଛି ବୋଲି ଆଇଏଲଏସର ନିର୍ଦ୍ଦେଶକ ଅଜୟ ପରିଡା ଜଣାଇଛନ୍ତି ।


ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details