ଭୁବନେଶ୍ବର: ଆଜି ହେଉଛି ମହାମାୟାଙ୍କ ମହାଦଶମୀ । ଆଉ ଏହି ମହାଦଶମୀରେ ଆୟୋଜିତ ହେଉଛି ରାବଣ ପୋଡି ମୋହତ୍ସବ । ରାଜଧାନୀର 4ଟି ସ୍ଥାନରେ ଅନୁଷ୍ଠିତ ହେଉଛି ରାବଣ ପୋଡି ।
ରାବଣ ପୋଡି, ଜାଣନ୍ତୁ ଟ୍ରାଫିକ ଗାଇଡ ଲାଇନ୍ - ଆଜି ହେଉଛି ମହାମାୟାଙ୍କ ମହାଦଶମୀ
ଆଜି ହେଉଛି ମହାମାୟାଙ୍କ ମହାଦଶମୀ । ଆଉ ଏହି ମହାଦଶମୀରେ ଆୟୋଜିତ ହେଉଛି ରାବଣ ପୋଡି ମୋହତ୍ସବ । ରାବଣ ପୋଡି ପାଇଁ ଟ୍ରାଫିକ ଗାଇଡ ଲାଇନ କଣ ରହିଛି ଜାଣନ୍ତୁ ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ବରମୁଣ୍ଡା, ଝାରପଡା, ନୟାପଲ୍ଲୀଓ ନହରକଣ୍ଟା । ସେଥିମଧ୍ୟରୁ ବରମୁଣ୍ଡା ଓ ଝାରପଡାରେ ହେବ ଆତସବାଜି । ରାବଣ ପୋଡି ଦେଖିବା ପ୍ରବଳ ଗହଳି ହେବାକୁ ଥିବାରୁ କମିସନରେଟ ପୋଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ସହ ଟ୍ରାଫିକ କଟକଣା ଜାରି କରିଛି । ତେବେ କେମିତି ଯିବେ ଆପଣ କଣ ରହିଛି କଟକଣା ଦେଖନ୍ତୁ ....
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ