ଓଡିଶା

odisha

ETV Bharat / city

ରାଜଧାନୀରେ ରେଡ, ବନ ବିଭାଗ ହାତରେ ଦୁର୍ଲଭ କଇଁଛ - Rare turtle

ଭୁବନେଶ୍ବରରେ ଜବତ ହେଲା ଦୁଇଟି ବିରଳ କଇଁଛ । ଭୀମଟାଙ୍ଗିରେ ହେଉଥିଲା ବିକ୍ରି‌ । ଖବର ପାଇ ଚଢାଉ କଲେ ବନ ବିଭାଗ । ଅଧିକ ପଢନ୍ତୁ

ରାଜଧାନୀରେ ରେଡ, ବନ ବିଭାଗ ହାତରେ ଦୁର୍ଲଭ କଇଁଛ
ରାଜଧାନୀରେ ରେଡ, ବନ ବିଭାଗ ହାତରେ ଦୁର୍ଲଭ କଇଁଛ

By

Published : Nov 17, 2021, 10:48 PM IST

ଭୁବନେଶ୍ବର: Zookeeper ଦୋକାନରୁ ଜବତ ହେଲା ଦୁଇଟି ତାରା ଥିବା ବିରଳ କଇଁଛ । ବନ ବିଭାଗର ସିଟି DFO,ACF ଙ୍କ ମିଳିତ ଚଢାଉ ପରେ ଏହି ଦୁ୍ର୍ଲଭ କଁଇଛ ଜବତ ହୋଇଛି ।

ରାଜଧାନୀରେ ରେଡ, ବନ ବିଭାଗ ହାତରେ ଦୁର୍ଲଭ କଇଁଛ

ଏହି କଇଁଛର‌ ନା Star turtle କୁହାଯାଉଛି । ଯାହାକୁ ରଖିବା ବନ୍ୟପ୍ରାଣୀ ସୁରକ୍ଷା ଆଇନର ଉଲଙ୍ଘନ। ଯାହାର ଆଧାରରେ ଏହି କଇଁଛ ଜବତ କରିଛି ବନ ବିଭାଗ । ତେବେ ଏହି କଇଁଛକୁ ବିଶେଷ କରି ଘରେ ଧନ ବଢିବା ପାଇଁ ପାଳିବାର ବିଶ୍ବାସ ରହିଥିବା କାରଣରୁ କଇଁଛ ପିଛା ୨ ହଜାରରୁ ୩ ହଜାରରେ ବକ୍ରି କରିଥାନ୍ତି ବ୍ୟବସାୟୀ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିିଭି ଭାରତ

ABOUT THE AUTHOR

...view details