ଭୁବନେଶ୍ବର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ବିଜେଡି ସାସଂଦ ଅମର ପଟ୍ଟନାୟକ । ରାଜ୍ୟର ଆକଂକ୍ଷା ଜିଲ୍ଲାର ବିକାଶକୁ ତ୍ଵରାନ୍ଵତ କରିବା ଉଭୟ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ କେନ୍ଦ୍ରୀୟ ଅନୁଦାନ 60 ଭାଗ ନରଖି 90 ପ୍ରତିଶତ ଦେବାକୁ ଦାବି କରିଛନ୍ତି ସାଂସଦ ପଟ୍ଟନାୟକ ।
କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ସାଂସଦ ଅମରଙ୍କ ଚିଠି
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ରାଜ୍ୟସଭା ସାଂସଦ । ଅଧିକ ପଢ଼ନ୍ତୁ...
କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅମରଙ୍କ ଚିଠି
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ