ନୂଆଦିଲ୍ଲୀ: ରାଜ୍ୟସଭାରେ ଉଠିଲା ଭୁବନେଶ୍ବର-କଟକ ମେଟ୍ରୋ ରେଳ ସଂଯୋଗ ପ୍ରସଙ୍ଗ । ପ୍ରଶ୍ନକାଳରେ ସାଂସଦ ଅମର ପଟ୍ଟନାୟକ ଏନେଇ ପ୍ରଶ୍ନକରି କହିଛନ୍ତି ଭୁବନଶ୍ବର-କଟକ ପାଇଁ ଓଡିଶା ସରକାର ରାପିଡ ମାସ୍କ ଟ୍ରାନସପୋର୍ଟ ସିଷ୍ଟମ ପାଇଁ ପ୍ରସ୍ତାବ ପଠାଇଛନ୍ତି । ଯେଉଁଥିରେ ଉଭୟ ସହରକୁ ମେଟ୍ରୋ ସଂଯୋଗର ପ୍ରସ୍ତାବ ମଧ୍ୟ ରହିଛି ।
ରାଜ୍ୟସଭାରେ ଉଠିଲା ଟ୍ୱିନସିଟି ମେଟ୍ରୋ ପ୍ରକଳ୍ପ - ଦ୍ବେତ ନଗରର ମେଟ୍ରୋ ପ୍ରକଳ୍ପ
ରାଜ୍ୟସଭାରେ ଉଠିଲା ଭୁବନେଶ୍ବର-କଟକ ମେଟ୍ରୋ ରେଳ ପ୍ରକଳ୍ପ ପ୍ରସ୍ତାବ । ରାଜ୍ୟସଭାରେ ପ୍ରସଙ୍ଗ ଉଠାଇଲେ ସାଂସଦ ଅମର ପଟ୍ଟନାୟକ ।
Rajyasabha mp Amar Patnaik
ରାଜ୍ୟସଭାରେ ଉଠିଲା ଦ୍ବେତ ନଗରର ମେଟ୍ରୋ ପ୍ରକଳ୍ପ
ବର୍ତ୍ତମାନ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଉପରେ କେନ୍ଦ୍ର ସରକାର କଣ ପଦକ୍ଷେପ ନେଇଛନ୍ତି । ପ୍ରସ୍ତାବର ବର୍ତ୍ତମାନ ସ୍ଥିତି କଣ? କେବେ ଓ କେତେ ଅର୍ଥ ମଞ୍ଜୁର ହେବ ବୋଲି ଅମର ଜାଣିବାକୁ ଚାହିଁଛନ୍ତି ।
ସୌଜନ୍ୟ-ରାଜ୍ୟସଭା