ଓଡିଶା

odisha

ETV Bharat / city

ରାଜ୍ୟସଭା ନିର୍ବାଚନ; ପ୍ରାର୍ଥୀଙ୍କୁ ସାର୍ଟିଫିକେଟ ଦେବେ ରିଟର୍ଣ୍ଣିଂ ଅଫିସର

By

Published : Mar 18, 2020, 11:05 AM IST

Updated : Mar 18, 2020, 11:40 AM IST

rajyasabha election
ରାଜ୍ୟସଭା ନିର୍ବାଚନ; ପ୍ରାର୍ଥୀଙ୍କୁ ସାର୍ଟିଫିକେଟ ଦେବେ ରିଟର୍ଣ୍ଣିଂ ଅଫିସର

11:00 March 18

ରାଜ୍ୟସଭା ନିର୍ବାଚନ; ପ୍ରାର୍ଥୀଙ୍କୁ ସାର୍ଟିଫିକେଟ ଦେବେ ରିଟର୍ଣ୍ଣିଂ ଅଫିସର

ଭୁବନେଶ୍ବର: ଆଜି ରାଜ୍ୟସଭା ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ। ଯେଉଁ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିବାକୁ ଚାହିଁବେ ପ୍ରତ୍ୟାହାର କରିପାରିବେ। ଏହା ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବ।  

ଯେହେତୁ ବିଜେଡିର 4 ଜଣ ପ୍ରାର୍ଥୀ ମଇଦାନରେ ରହିବା ନିଶ୍ଚିତ ତେଣୁ ସେମାନେ ହିଁ ରାଜ୍ୟସଭା ଯିବା ସୁନିଶ୍ଚିତ। ଆଜି ରିଟର୍ଣ୍ଣିଂ ଅଫିସର ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବା ସହ ଫଳାଫଳ ମଧ୍ୟ ଘୋଷଣା କରିବେ। ଏଥି ସହିତ ସାର୍ଟିଫିକେଟ ପ୍ରଦାନ କରିବେ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Mar 18, 2020, 11:40 AM IST

ABOUT THE AUTHOR

...view details