ଭୁବନେଶ୍ବର: ୧ ଜୁନରୁ ୨ ଜୁଲାଇ ୨୦୨୧ ସୁଦ୍ଧା ଓଡ଼ିଶାରେ ୧୯୩.୭ ମି.ମି ବର୍ଷା ଅନୁଭୂତ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୨୩୫.୬ ମି.ମି ଠାରୁ ୧୮ ପ୍ରତିଶତ କମ ରହିଛି ।
୧ ଜୁନରୁ ୨ ଜୁଲାଇ ମଧ୍ୟରେ ୧୪ ଜିଲ୍ଲା ବଲାଙ୍ଗୀର, ବୌଦ୍ଧ, ରାୟଗଡା, ଗଞ୍ଜାମ, ଗଜପତି, କଳାହାଣ୍ଡି, ଅନୁଗୁଳ, ଦେବଗଡ, ନୟାଗଡ, ଯାଜପୁର, ଭଦ୍ରକ, କନ୍ଧମାଳ, ମୟୂରଭଞ୍ଜ ଏବଂ କେନ୍ଦୁଝର ଠାରେ ନିଅଣ୍ଟିଆ ବର୍ଷା ଅନୁଭୂତ ହେଇଛି । ଯାହା ସ୍ଵାଭିବିକ ବର୍ଷା ଠାରୁ ୨୦ ରୁ ୫୯% ଯାଏଁ କମ ରହିଛି ।
ବାଟବଣା ମୌସୁମୀ: ବିଭିନ୍ନ ଜିଲ୍ଲାରେ ସ୍ବାଭାବିକଠୁ କମ ବର୍ଷା - decrease normal rain percentage
୧ ଜୁନରୁ ୨ ଜୁଲାଇ ୨୦୨୧ ସୁଦ୍ଧା ଓଡ଼ିଶାରେ ୧୯୩.୭ ମି.ମି ବର୍ଷା ଅନୁଭୂତ ହୋଇଛି ଯାହା ସ୍ୱାଭାବିକ ବର୍ଷା ୨୩୫.୬ ମି.ମି ଠାରୁ ୧୮ ପ୍ରତିଶତ କମ ରହିଛି । ଅଧିକ ପଢନ୍ତୁ...
ବାଟବଣା ମୌସୁମୀ: ବିଭିନ୍ନ ଜିଲ୍ଲାରେ ସ୍ବାଭାବିକ ଠାରୁ କମ ବର୍ଷା ଅନୁଭୂତ
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ