ଓଡିଶା

odisha

ETV Bharat / city

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା - odisha

ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣାପାଗ ବିଭାଗ ।

ଫଟୋ ସୌଜନ୍ୟ- ପ୍ରତିନିଧି ଭୁବନେଶ୍ବର

By

Published : Apr 7, 2019, 4:23 AM IST

Updated : Apr 7, 2019, 7:59 AM IST

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣାପାଗ ବିଭାଗ । ତେବେ ଏହି ଜିଲ୍ଲାମାନଙ୍କ ମଧ୍ୟରେ ରହିଛି ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା,କଳାହାଣ୍ଡି, ବୌଦ୍ଧ, ପୁରୀ ଓ ଜଗତସିଂହପୁର ।

ଭିଡିଓ ସୌଜନ୍ୟ- ପ୍ରତିନିଧି ଭୁବନେଶ୍ବର
ଅନ୍ୟପଟେ ଟିଟିଲାଗଡ଼ ଓ ତାଳଚେରରେ ତାପମାତ୍ର 41 ଡିଗ୍ରୀ ଉପରେ ଥିବା ବେଳେ ବାରିପଦା ଏବଂ ସୁନ୍ଦରଗଡ଼ରେ ସର୍ବନିମ୍ନ 21 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ତେବେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା 35 ଡିଗ୍ରୀ ଉପରେ ରହୁଥିବା ପଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ପ୍ରକାଶ ଯେ, ଗତକାଲି(ଶୁକ୍ରବାର) ନବରଙ୍ଗପୁରରେ ସର୍ବାଧିକ 4 ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Last Updated : Apr 7, 2019, 7:59 AM IST

For All Latest Updates

ABOUT THE AUTHOR

...view details