ଭୁବନେଶ୍ବର: ଛତିଶଗଡକୁ ଟ୍ରେନ ବାତିଲ ପାଇଁ ଇଷ୍ଟ କୋଷ୍ଟ ରେଳବାଇର ନିଷ୍ପତି। ଛତିଶଗଡ଼ରୁ ଓଡିଶାକୁ ୧୯ ଯୋଡ଼ା ଟ୍ରେନ ଚାଲିଛି। ଯେଉଁଥିରେ ୧୫ ଯୋଡ଼ା ଇଷ୍ଟ କୋଷ୍ଟ ରେଳବାଇ ଓଡିଶା ରିଜିନ। ସେ ସବୁ ଟ୍ରେନ ବାତିଲ କରାଯିବା ନେଇ ନିଷ୍ପତ୍ତି ହୋଉଛି। ଏ ସଂକ୍ରାନ୍ତରେ ଆଲୋଚନା କେନ୍ଦ୍ର ରେଳ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ଚାଲିଛି। ସନ୍ଧ୍ୟା ସୁଦ୍ଧା ଚୂଡାନ୍ତ ନିଷ୍ପତ୍ତି ହେବ ବୋଲି ପୂ୍ର୍ବତଟ ରେଳବାଇର ପିଆର ସୂଚନା ଦେଇଛନ୍ତି ।
ଦେଶରେ କୋରୋନାର ଦ୍ବିତୀୟ ଲହରୀ ବୃଦ୍ଧି ପାଇବାରେ ଲାଗିଛି । ଭୁବନେଶ୍ବର ଷ୍ଟେସନରେ କୋଭିଡ ନିୟମ ଉଲ୍ଲଘଂନ ନେଇ ଭିଡିଓ ଭାଇରାଲକୁ ଖଣ୍ଡନ କଲା ପୂର୍ବତଟ ରେଳବାଇ। କୋଭିଡ ନିୟମ ଅନୁପାଳନ ନେଇ ପ୍ରକାର ବ୍ୟବସ୍ଥା କରାଯାଇଛି। ଅନଅଥରାଇଜ ହକରକୁ ଅନୁମତି ନାହିଁ। ପ୍ଲାଟଫର୍ମ ଟିକେଟ ନାହିଁ। ଇଷ୍ଟ କୋଷ୍ଟ ରେଳବାଇରେ କିଛି ସମସ୍ୟା ନାହିଁ। ମୁଖ୍ୟ ଷ୍ଟେସନରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଛତିଶଗଡ଼ ରୁ ଓଡିଶାକୁ ୧୯ ଯୋଡ଼ା ଟ୍ରେନ ଚାଲିଛି। ଯେଉଁଥିରେ ୧୫ ଯୋଡ଼ା ଇଷ୍ଟ କୋଷ୍ଟ ରେଳବାଇ ଓଡିଶା ରିଜିନ। ସେ ସବୁ ଟ୍ରେନ ବାତିଲ କରାଯିବା ନେଇ ନିଷ୍ପତ୍ତି ହୋଉଛି।