ଓଡିଶା

odisha

ETV Bharat / city

ପ୍ୟାରିସ୍‌ ବେକରୀ ଫ୍ୟାକ୍ଟ୍ରିରେ ଚଢାଉ

ପ୍ୟାରିସ୍‌ ବେକରୀରେ ଚଢାଉ। ମଞ୍ଚେଶ୍ବରସ୍ଥିତ ପ୍ୟାରିସ୍‌ ବେକରୀ ବିଏଚଏସ ପ୍ରାଇଭେଟ ଲିମିଟେଡର ଫ୍ୟାକ୍ଟ୍ରିରେ ଚଢାଉ କରିଛି ଖାଦ୍ୟ ସୁରକ୍ଷା ବିଭାଗ। ଚଢାଉ ସମୟରେ ଅନେକ ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଛି ।

By

Published : Sep 11, 2019, 5:07 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ପ୍ୟାରିସ୍‌ ବେକରୀରେ ଚଢାଉ। ମଞ୍ଚେଶ୍ବରସ୍ଥିତ ପ୍ୟାରିସ୍‌ ବେକରୀ ବିଏଚଏସ ପ୍ରାଇଭେଟ ଲିମିଟେଡର ଫ୍ୟାକ୍ଟ୍ରିରେ ଚଢାଉ କରିଛି ଖାଦ୍ୟ ସୁରକ୍ଷା ବିଭାଗ। ଚଢାଉ ସମୟରେ ଅନେକ ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଛି ।

ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଏଭଳି ଅଚାନକ ଯାଞ୍ଚ ହେବା ଫଳରେ ଅନ୍ୟ ବେକରୀ ଫ୍ୟାକ୍ଟ୍ରି ମଧ୍ୟରେ ଛନକା ପଶିଛି । ତେବେ ଆଗକୁ ଅନେକ ସ୍ଥାନରେ ଏପରି ଅଚାନକ ଯାଞ୍ଚ କରାଯିବାକୁ ସ୍ଥିର କରାଯାଇଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details