ଭୁବନେଶ୍ବର: ରାଜଧାନୀରେ ଅପରାଜିତା ଷଡ଼ଙ୍ଗୀ । ମିସିଙ୍ଗ ପୋଷ୍ଟର୍ ବାବଦରେ ପ୍ରତିକ୍ରିୟା ରଖିଲେ ଅପରାଜିତା ଷଡ଼ଙ୍ଗୀ । ପ୍ରତିକ୍ରିୟାରେ ସେ କହିଛନ୍ତି ଯେ, ଜାନୁଆରୀ 29 ରୁ ଫେବୃଆରୀ 13 ଯାଏଁ ମୁଁ ସଂସଦର ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଥିଲି । ଯେଉଁମାନେ ନିଖୋଜ ପୋଷ୍ଟର ଲଗେଇଛନ୍ତି, ସେମାନଙ୍କୁ ଆନ୍ତରିକ ସହ ଧନ୍ୟବାଦ ଜଣାଉଛି ।
ଆହୁରି ଅଧିକ ମିସିଙ୍ଗ ପୋଷ୍ଟର ଲଗାନ୍ତୁ: ଅପରାଜିତା ଷଡ଼ଙ୍ଗୀ
ରାଜଧାନୀରେ ଅପରାଜିତା ଷଡ଼ଙ୍ଗୀ । ମିସିଙ୍ଗ ପୋଷ୍ଟର୍ ବାବଦରେ ପ୍ରତିକ୍ରିୟା ରଖିଲେ ଅପରାଜିତା ଷଡ଼ଙ୍ଗୀ । ଅଧିକ ପଢନ୍ତୁ...
ଆହୁରି ଅଧିକ ମିସିଙ୍ଗ ପୋଷ୍ଟର ଲଗାନ୍ତୁ
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ