ଓଡିଶା

odisha

ETV Bharat / city

ଟ୍ରାଫିକ ଫାଇନକୁ ବିରୋଧ: ରଣକ୍ଷେତ୍ର ପାଲଟିଲା ରାଜମହଲ ଛକ - ପୋଲିସ-ଜନତା ସଂର୍ଘଷ

ଭୁବନେଶ୍ବରର ରାଜମହଲ ଛକରେ ଉତ୍ତେଜନାମୂଳକ ସ୍ଥିତି । ଟ୍ରାଫିକ ଫାଇନ ଆଦାୟକୁ ନେଇ ପୋଲିସ-ଜନତା ମୁହାଁମୁହିଁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 7, 2019, 3:09 PM IST

Updated : Sep 7, 2019, 4:42 PM IST

ଭୁବନେଶ୍ବର: ରାଜଧାନୀର ରାଜମହଲ ଛକରେ ଉତ୍ତେଜନାମୂଳକ ସ୍ଥିତି । ଟ୍ରାଫିକ ଫାଇନ ଆଦାୟକୁ ବିରୋଧ କରି ଏଭଳି ସ୍ଥିତି ସୃଷ୍ଟି ହୋଇଛି । ସରକାରୀ ଗାଡି ଓ ପୋଲିସ ଭ୍ୟାନର ଫିଟନେସ ଓ ଡ୍ରାଇଭିଂ ଲାଇସେନ୍ସ ସାଧାରଣ ଦେଖାନପାରିବାରୁ ଆକ୍ରୋଶମୂଳକ ପ୍ରତିବାଦ ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗୋଟିଏ ବିଏମସି ଗାଡି ଓ ଗୋଟିଏ ପିସିଆର ଗାଡିକୁ ଅଟକାଇଛନ୍ତି ଲୋକେ । ଘଟଣାସ୍ଥଳରେ ଡିସିପି ଓ ପୋଲିସ ଫୋର୍ସ ପହଞ୍ଚିବା ପରେ ପରିସ୍ଥିତି ଅଧିକ ଅଣାୟତ୍ତ ହୋଇପଡିଛି । ସେପଟେ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଲାଠି ଚାର୍ଜ ।

ଭୁବନେଶ୍ବରରୁ ତାପସ ପରଡା, ଇଟିଭି ଭାରତ

Last Updated : Sep 7, 2019, 4:42 PM IST

ABOUT THE AUTHOR

...view details