ଓଡିଶା

odisha

ETV Bharat / city

ଘରୋଇ ବ୍ୟାଙ୍କରେ ସରକାରୀ ଅର୍ଥ, ବିରୋଧୀ ଆଣିଲେ ମୁଲତବୀ ନୋଟିସ - budget session

ଆଜିଠୁ ବିଧାନସଭା ଦ୍ଵିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ। ସେପଟେ ଘରୋଇ ବ୍ୟାଙ୍କରେ ସରକାରୀ ଅର୍ଥ ରଖିବା ନେଇ ବିରୋଧୀ ଆଣିଲେ ମୁଲତବୀ ନୋଟିସ ।

odisha assembly news
ଘରୋଇ ବ୍ୟାଙ୍କରେ ସରକାରୀ ଅର୍ଥ, ବିରୋଧୀ ଆଣିଲେ ମୁଲତବୀ ନୋଟିସ

By

Published : Mar 11, 2020, 10:28 AM IST

ଭୁବନେଶ୍ବର: ଆଜିଠୁ ବିଧାନସଭା ଦ୍ଵିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ। ବିରୋଧୀ ଆଣିଲେ ମୁଲତବୀ ନୋଟିସ। ନିକଟରେ ଶ୍ରୀ ଜଗନ୍ନାଥ ମନ୍ଦିରର ପାଣ୍ଠି ୟେସ୍‌ ବ୍ୟାଙ୍କରେ ଜମା ପ୍ରସଙ୍ଗକୁ ନେଇ ବିରୋଧୀ ବିଜେପି ମୁଲତବୀ ନୋଟିସ ଆଣିଛନ୍ତି।

ଘରୋଇ ବ୍ୟାଙ୍କରେ ସରକାରୀ ଅର୍ଥ, ବିରୋଧୀ ଆଣିଲେ ମୁଲତବୀ ନୋଟିସ

ଯାହାର ଶୀର୍ଷକ ରହିଛି ‘କାଳିଆ ନାଁରେ କଳଙ୍କ, ଘରୋଇ ବ୍ୟାଙ୍କରେ ଅସୁରକ୍ଷିତ ସରକାରୀ ଅର୍ଥ, ସରକାରଙ୍କ ନୀରବତା କାହିଁକି’। ଏନେଇ ଉତ୍ତର ରଖିବେ ଆଇନ ମନ୍ତ୍ରୀ ପ୍ରତାପ ଜେନା। ଏହି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିବେ ବୋଲି ଚର୍ଚ୍ଚା ହେଉଥିବାବେଳେ ଆଜିର ମୁଲତବୀ ନୋଟିସ୍‌ ଏହାକୁ ସତ ପ୍ରମାଣିତ କରିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details