ଓଡିଶା

odisha

ETV Bharat / city

କଣ୍ଟେନମେଣ୍ଟ ଜୋନରେ ଜନ ଅସନ୍ତୋଷ

ବସ୍ତିବାସିନ୍ଦାଙ୍କ ଅଭିଯୋଗ ଯେ ବିଏମସି ଦ୍ବାରା ଦିଆଯାଉଥିବା ଅତ୍ୟାବଶ୍ୟକୀୟ ସାମଗ୍ରୀର ଦାମ ଅଧିକ ହେଉଥିବାରୁ ସେମାନଙ୍କ ପକ୍ଷେ କିଣିବା ପାଇଁ କଷ୍ଟସାଧ୍ୟ ହେଉଛି ।

public-disappoint-in-the-content-zone
କଣ୍ଟେନମେଣ୍ଟ ଜୋନରେ ଜନ ଅସନ୍ତୋଷ

By

Published : Jun 24, 2020, 10:28 PM IST

ଭୁବନେଶ୍ବର: ଡୁମଡୁମା ସ୍ଥିତ ସୁଭାଷ ନଗର ବସ୍ତି କଣ୍ଟେନମେଣ୍ଟ ଜୋନରେ ଜନଅସନ୍ତୋଷ ଦେଖିବାକୁ ମିଳିଛି । ବସ୍ତିବାସିନ୍ଦାଙ୍କ ଅଭିଯୋଗ ଯେ, ବିଏମସି ଦ୍ବାରା ଦିଆଯାଉଥିବା ଅତ୍ୟାବଶ୍ୟକୀୟ ସାମଗ୍ରୀର ଦାମ ଅଧିକା ହେଉଥିବାରୁ ସେମାନଙ୍କ ପକ୍ଷେ କିଣିବା ପାଇଁ କଷ୍ଟସାଧ୍ୟ ହେଉଛି ।

କଣ୍ଟେନମେଣ୍ଟ ଜୋନରେ ଜନ ଅସନ୍ତୋଷକଣ୍ଟେନମେଣ୍ଟ ଜୋନରେ ଜନ ଅସନ୍ତୋଷ

ତେବେ କଣ୍ଟେନମେଣ୍ଟ ଜୋନ ହୋଇଥିବାରୁ ଲୋକେ ବାହାରକୁ ଯାଇ ପାରୁନାହାନ୍ତି । ଫଳରେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଅନ୍ୟପଟେ ଏନେଇ ତୁରନ୍ତ ପଦକ୍ଷପ ନିଆଯିବ ବୋଲି କହିଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details