ଓଡିଶା

odisha

ଓଡିଶାରେ ବିମାନବନ୍ଦରର ଘରୋଇକରଣ ବିରୋଧରେ ଦିଲ୍ଲୀରେ ପ୍ରତିବାଦ

By

Published : Aug 6, 2021, 10:51 PM IST

ଓଡ଼ିଶାର ବିମାନବନ୍ଦରର ଘରୋଇକରଣ ବିରୋଧରେ ନୂଆଦିଲ୍ଲୀରେ ଯୁବ କଂଗ୍ରେସର ପ୍ରତିବାଦ ଓ ଦାବିପତ୍ର ପ୍ରଦାନ। ଅଧିକ ପଢନ୍ତୁ...

Protests in Delhi against privatization of airports in Odisha
ଓଡିଶାରେ ବିମାନବନ୍ଦରର ଘରୋଇକରଣ ବିରୋଧରେ ଦିଲ୍ଲୀରେ ପ୍ରତିବାଦ

ଭୁବନେଶ୍ବର: ଦିଲ୍ଲୀରେ ପ୍ରତିବାଦର ସ୍ବର। ଓଡ଼ିଶାର ବିମାନବନ୍ଦରର ଘରୋଇକରଣ ବିରୋଧରେ ନୂଆଦିଲ୍ଲୀରେ ଯୁବ କଂଗ୍ରେସର ପ୍ରତିବାଦ ଓ ଦାବିପତ୍ର ପ୍ରଦାନ।

ଓଡିଶାରେ ବିମାନବନ୍ଦରର ଘରୋଇକରଣ ବିରୋଧରେ ଦିଲ୍ଲୀରେ ପ୍ରତିବାଦ

ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ବରେ ଓଡ଼ିଶାର ବିମାନବନ୍ଦର ଘରୋଇକରଣକୁ ବିରୋଧ କରି ନୂଆଦିଲ୍ଲୀ ସ୍ଥିତ କେନ୍ଦ୍ର ବେମାମାଳିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କଲା ଯୁବ କଂଗ୍ରେସ । ଧାରଣା ପରେ ଏହି ବିଭାଗର ମହାନିର୍ଦ୍ଦେଶକଙ୍କୁ ଯୁବ କଂଗ୍ରେସର ଏକ ପ୍ରତିନିଧି ଦଳ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।

ରାଜ୍ୟର ବିମାନବନ୍ଦର ଘରୋଇକରଣ ନିଷ୍ପତ୍ତି ବାତିଲ କରା ନଯାଏ । ତାହେଲେ ଯୁବ କଂଗ୍ରେସ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ଲେଙ୍କା ଚେତାବନୀ ଦେଇଛନ୍ତି । ବିମାନବନ୍ଦର ଘରୋଇକରଣ ନିହାତି ଓଡ଼ିଶାବାସୀଙ୍କ ସ୍ବାର୍ଥ ବିରୋଧୀ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details