ଭୁବନେଶ୍ବର:ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ନାଁରେ କୋର୍ଟ ଅବମାନନା ମାମଲା ବିରୁଦ୍ଧରେ ପ୍ରତିବାଦ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଆସିଥିଲା । ସେହି ଫଟୋରେ ସେ ଏକ ବାଇକ ଚଲାଉ ଥିଲେ । ସେହି ଫଟୋରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ କିଛି ମନ୍ତବ୍ୟ ଦେଇଥିଲେ।
ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ନାଁରେ କୋର୍ଟ ଅବମାନନା ମାମଲା ବିରୁଦ୍ଧରେ ପ୍ରତିବାଦ - ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ନାଁରେ କୋର୍ଟ ଅବମାନନା ମାମାଲା ବିରୁଦ୍ଧରେ ପ୍ରତିବାଦ
ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ନାଁରେ କୋର୍ଟ ଅବମାନନା ମାମାଲା ବିରୁଦ୍ଧରେ ପ୍ରତିବାଦ। ବିକ୍ଷୋଭ ପ୍ରଦର୍ଶନ କଲେ ଏକାଧିକ ସଂଗଠନ । ଅଧିକ ପଢନ୍ତୁ.....
ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ନାଁରେ କୋର୍ଟ ଅବମାନନା ମାମାଲା ବିରୁଦ୍ଧରେ ପ୍ରତିବାଦ
ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ନାଁରେ କୋର୍ଟ ଅବମାନନା ମାମାଲା ବିରୁଦ୍ଧରେ ପ୍ରତିବାଦ
ଯାହା କୋର୍ଟଙ୍କ ସମ୍ମାନ ହାନି କରୁଥିବା ଦର୍ଶାଇ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ଯେଉଁଥିରେ କୋର୍ଟ ବରିଷ୍ଠ ଓକିଲ ଭୁଲ କରିଥିବା କହିବା ସହ ତାଙ୍କୁ ଦଣ୍ଡ ପ୍ରଦାନ କରାଯିବ ବୋଲି କହିଛନ୍ତି। ଯାହାକୁ ନେଇ ଦେଶରେ ବିଭିନ୍ନ ମାନବାଧିକାର ସଂଗଠନ ମାନଙ୍କ ପକ୍ଷରୁ ଏହାର ବିରୋଧ କରଯାଇଛି । ଏନେଇ ରାଜ୍ୟର ବିଭିନ୍ନ ସଂଗଠନ ମାନଙ୍କ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରେ ବିରୋଧ ପ୍ରଦର୍ଶନ କରାଯାଇଛି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ