ଭୁବନେଶ୍ବର: ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ପ୍ରତିବାଦ । ତେବେ ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଭୁବନେଶ୍ବରରେ ସିପିଆଇ (ଏମ ) ଆଞ୍ଚଳିକ କମିଟି ତରଫରୁ ପାୱାର ହାଉସଠାରେ ପ୍ରତିବାଦ କରାଯାଇଛି l ବିଜୁଳିର ବିତରଣ ବ୍ୟବସ୍ଥାକୁ ଓଡିଶା ସରକାର ଟାଟା ହାତରୁ ପ୍ରଥମେ ମୁକ୍ତ କରନ୍ତୁ । କମ୍ପାନୀ ରାଜ ନ ହଟିଲେ ବିଜୁଳି ଶୋଷଣ ବନ୍ଦ ହେବ ନାହିଁ ବୋଲି ସିପିଆଇ (ଏମ) କହିଛି ।
ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବି - ବିଦ୍ୟୁତ ଶୁକ୍ଳ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବି
ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ପ୍ରତିବାଦ । ତେବେ ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଭୁବନେଶ୍ବରରେ ସିପିଆଇ (ଏମ ) ଆଞ୍ଚଳିକ କମିଟି ତରଫରୁ ପାୱାର ହାଉସଠାରେ ପ୍ରତିବାଦ କରାଯାଇଛି l ଅଧିକ ପଢନ୍ତୁ...
ବର୍ଦ୍ଧିତ ବିଦ୍ୟୁତ ଶୁକ୍ଳ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବି
OERC ଏକ ଦଲାଲ୍ ସନ୍ଥ। । ତେଣୁ ବିଜୁଳି ବିତରଣ ବ୍ୟବସ୍ଥା ସରକାରଙ୍କ ହାତରେ ରହିବା ଦରକାର । ତେବେ ବିଦ୍ୟୁତ ଦରବୃଦ୍ଧିକୁ ସରକାର ପ୍ରତ୍ୟାହାର ନକଲେ ସାରା ରାଜ୍ୟରେ ଆନ୍ଦୋଳନ ଜାରି ରହିବ ବୋଲି କମିଟି ପକ୍ଷରୁ କୁହାଯାଇଛି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ