ଓଡିଶା

odisha

ETV Bharat / city

ଘରୋଇ ବିଦ୍ୟାଳୟ ଫି ଛାଡ ପ୍ରସଙ୍ଗ, ଧାରଣାରେ ଅଭିଭାବକ ମହାସଂଘ - ଅଭିଭାବକ ମହାସଂଘର ବିରୋଧ ପ୍ରସଙ୍ଗ

ଘରୋଇ ବିଦ୍ୟାଳୟରେ ସ୍କୁଲ ଫି ଛାଡ ପ୍ରସଙ୍ଗକୁ ନେଇ ଆଜି ପୁଣି ଅଭିଭାବକ ମହଂସଘ ଏକ ଘରୋଇ ସ୍କୁଲ ଗେଟ ସମ୍ମୁଝରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଘରୋଇ ବିଦ୍ୟାଳୟ ଫି ଛାଡ ପ୍ରସଙ୍ଗ, ସ୍କୁଲ ସମ୍ମୁଖରେ ଧାରଣାରେ ଅଭିଭାବକ ମହାସଂଘଘରୋଇ ବିଦ୍ୟାଳୟ ଫି ଛାଡ ପ୍ରସଙ୍ଗ, ସ୍କୁଲ ସମ୍ମୁଖରେ ଧାରଣାରେ ଅଭିଭାବକ ମହାସଂଘ
ଘରୋଇ ବିଦ୍ୟାଳୟ ଫି ଛାଡ ପ୍ରସଙ୍ଗ, ସ୍କୁଲ ସମ୍ମୁଖରେ ଧାରଣାରେ ଅଭିଭାବକ ମହାସଂଘ

By

Published : Mar 8, 2021, 9:07 PM IST

ଭୁବନେଶ୍ବର: ଘରୋଇ ବିଦ୍ୟାଳୟରେ ସ୍କୁଲ ଫି ଛାଡ ପ୍ରସଙ୍ଗକୁ ନେଇ ଆଜି ପୁଣି ଅଭିଭାବକ ମହଂସଘ ଏକ ଘରୋଇ ସ୍କୁଲ ଗେଟ ସମ୍ମୁଝରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଘରୋଇ ସ୍କୁଲର ବିଭିନ୍ନ ସମସ୍ୟାକୁ ନେଇ ହାଇକୋର୍ଟଙ୍କ ନିର୍ଦେଶକକୁ ମଧ୍ୟ ମାନୁନଥିବା ଅଭିଯୋଗ କରିଛନ୍ତି ଅଭିଭାବକ ମହାସଂଘ ।

ଘରୋଇ ବିଦ୍ୟାଳୟ ଫି ଛାଡ ପ୍ରସଙ୍ଗ, ସ୍କୁଲ ସମ୍ମୁଖରେ ଧାରଣାରେ ଅଭିଭାବକ ମହାସଂଘ

ଡିଇଓ ଏବଂ ବିଇଓ ମଧ୍ୟ ଘରୋଇ ସ୍କୁଲକୁ ନିର୍ଦେଶ ଦେଇଥିଲେ ମଧ୍ୟ କୌଣସି ନିର୍ଦେଶକଙ୍କୁ ମାନୁନାହାଁନ୍ତି । ଅଭିଭାବକ ମହାସଂଘ କହିଛି ଯେ ଶିକ୍ଷା ବିଭାଗ ସ୍କୁଲ ଷ୍ଟାଟସ ରିପୋର୍ଟ ମଗାନ୍ତୁ । ଯାହା ଫଳରେ କି ଅନେକ ଅଭିଭାବକମାନଙ୍କ ସହ ପିଲାଙ୍କୁ ହାରାସମେଣ୍ଟ କରାଯାଉଛି। ସରକାରଙ୍କ ନିର୍ଦେଶକୁ ନମାନିଲେ ଆଗାମୀ ଦିନରେ ଆନ୍ଦୋଳନ ଅଧିକ ଜୋର ଧରିବ ବୋଲି କହିଛନ୍ତି ଅଭିଭାବକ ମହାସଂଘର ସଭାପତି ବାସୁଦେବ ଭଟ୍ଟ । ଏପଟେ ସ୍କୁଲ କତ୍ତୃପକ୍ଷଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ , ଇଟିଭି ଭାରତ

ABOUT THE AUTHOR

...view details