ଭୁବନେଶ୍ବର: ଆସନ୍ତା କାଲି(ମଙ୍ଗଳବାର) ରାଜ୍ୟ ବିଜେପିର ପଦାଧିକାରୀ ଏବଂ ବୁଧବାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଏହାକୁ ନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟ ସରକାରଙ୍କ କ୍ରମାଗତ ଅବହେଳା ବେକାରୀ, ଚାଷୀ ମାରଣା ନୀତି, ଦାଦନ ଶ୍ରମିକଙ୍କ ସଂଖ୍ୟା ବଢିବା, ଆଇନଶୃଙ୍ଖଳା ପରିସ୍ଥିତି, ମହିଳା ନିର୍ଯାତନା ଭଳି ପ୍ରସଙ୍ଗକୁ ନେଇ ଗୁରୁତର ସହିତ ଚର୍ଚ୍ଚା ଆଲୋଚନା କରିବ ବିଜେପି ।
ରାଜ୍ୟ ସରକାରଙ୍କୁ ବିରୋଧ ପାଇଁ ଖସଡା ପ୍ରସ୍ତୁତ ଚାଲିଛି: ବିଜେପି - ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ନେଇ ବିଜେପିର ପ୍ରତିକ୍ରିୟା
ଆସନ୍ତା କାଲି(ମଙ୍ଗଳବାର) ରାଜ୍ୟ ବିଜେପିର ପଦାଧିକାରୀ ଏବଂ ବୁଧବାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଏହାକୁ ନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟ ସରକାରଙ୍କ କ୍ରମାଗତ ଅବହେଳା ବେକାରୀ, ଚାଷୀ ମାରଣା ନୀତି, ଦାଦନ ଶ୍ରମିକଙ୍କ ସଂଖ୍ୟା ବଢିବା, ଆଇନଶୃଙ୍ଖଳା ପରିସ୍ଥିତି, ମହିଳା ନିର୍ଯାତନା ଭଳି ପ୍ରସଙ୍ଗକୁ ନେଇ ଗୁରୁତର ସହିତ ଚର୍ଚ୍ଚା ଆଲୋଚନା କରିବ ବିଜେପି । ଅଧିକ ପଢନ୍ତୁ
ରାଜ୍ୟ ସରକାରଙ୍କୁ ବିରୋଧ ପାଇଁ ଖସଡା ପ୍ରସ୍ତୁତ ଚାଲିଛି: ବିଜେପି
ଏହାସହ ଓଡିଶା ଜାତୀୟ ସ୍ତରରେ ବିଫଳ ହେଉଛି, ଯାହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଏବଂ ରାଜ୍ୟର ବିକାଶ ରୋକି ହୋଇଯାଉଛି । ବିଜେପି ଆଗାମୀ ଦିନରେ ଏକ ଖସଡ଼ା ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ବିରୋଧ କରାଯିବ । ଖୁବଶୀଘ୍ର ଚିନ୍ତନ ଶିବିର ସାଙ୍ଗଠନିକ ଦୃଷ୍ଟିରୁ ପୁନଃବିନ୍ୟାସ ଚର୍ଚ୍ଚା ଆଲୋଚନା କରାଯିବ ବୋଲି ସେ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର