ଭୁବନେଶ୍ବର: ବିଚାରଧିନ କଏଦୀଙ୍କର ଅସ୍ବଭାବିକ ମୃତ୍ୟୁ । ଝାରପଡା ଜେଲରେ ମୃତ୍ୟୁବରଣ କରିଛନ୍ତି ପଶ୍ଚିମବଙ୍ଗର ରବି ଡୁଲା । ତାଙ୍କୁ ୨୦୦୮ ମସିହାରେ ନୟାଗଡ଼ ମାଓବାଦୀ ଥାନା ପୋଡି ମାମଲାରେ ଗିରଫ ହୋଇଥିଲେ ।
ଝାରପଡା ଜେଲରେ ପଶ୍ଚିମବଙ୍ଗ କଏଦୀଙ୍କ ମୃତ୍ୟୁ
ଝାରପଡା ଜେଲରେ ମୃତ୍ୟୁବରଣ କରିଛନ୍ତି ପଶ୍ଚିମବଙ୍ଗର ରବି ଡୁଲା । ସେ ୨୦୦୮ ମସିହା ନୟାଗଡ଼ ମାଓବାଦୀ ଥାନା ପୋଡି ମାମଲାରେ ଗିରଫ ହୋଇଥିଲେ । ଅଧିକ ପଢନ୍ତୁ...
ଝାରପଡା ଜେଲରେ ପଶ୍ଚିମବଙ୍ଗ କଏଦୀଙ୍କ ମୃତ୍ୟୁ
ମାଓବାଦୀ ଲିଙ୍କରେ ଗିରଫ ହୋଇ ଝାରପଡା ଜେଲରେ ଥିଲେ । ତେବେ ତାଙ୍କର ମନସ୍ତ୍ବତିକ ସମସ୍ୟା ନେଇ ଚିକିତ୍ସା ହେଉଥିଲେ । ପରେ ତାଙ୍କର ହାର୍ଟ ଆଟାକ୍ ଯୋଗୁଁ ମୃତ୍ୟୁ ହୋଇଥିବା ଜେଲ ସୁପରିଟେଣ୍ଡେଣ୍ଟ କହିଛନ୍ତି।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ