ଓଡିଶା

odisha

ETV Bharat / city

ଇସ୍କନ ମନ୍ଦିର ଦର୍ଶନ କଲେ ରାଷ୍ଟ୍ରପତିଙ୍କ ପତ୍ନୀ - ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ବର ଇସ୍କନ ମନ୍ଦିରରେ ରାଷ୍ଟ୍ରପତିଙ୍କ ପତ୍ନୀ । 3 ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପତ୍ନୀ ଆଜି ସକାଳ 10 ଟା ସମୟରେ ରାଜଭବନରୁ ଇସ୍କନ ମନ୍ଦିରକୁ ଯାଇ ସେ ପ୍ରଭୁଙ୍କୁ ଦର୍ଶନ କରିଛନ୍ତି।

ଭୁବନେଶ୍ବର ଇସ୍କନ ମନ୍ଦିରରେ ରାଷ୍ଟ୍ରପତିଙ୍କ ପତ୍ନୀ
ଭୁବନେଶ୍ବର ଇସ୍କନ ମନ୍ଦିରରେ ରାଷ୍ଟ୍ରପତିଙ୍କ ପତ୍ନୀ

By

Published : Mar 21, 2021, 1:24 PM IST

ଭୁବନେଶ୍ବର: 3 ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀ । ଅନ୍ୟପଟେ ରାଷ୍ଟ୍ରପତିଙ୍କ ପତ୍ନୀ ସବିତା କୋବିନ୍ଦ ଆଜି(ରବିବାର) ଭୁବନେଶ୍ବରର ଇସ୍କନ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ।

ଭୁବନେଶ୍ବର ଇସ୍କନ ମନ୍ଦିରରେ ରାଷ୍ଟ୍ରପତିଙ୍କ ପତ୍ନୀ

କଡା ସୁରକ୍ଷା ବଳୟରେ ସକାଳ 10ଟା ସମୟରେ ରାଜଭବନରୁ ଇସ୍କନ ମନ୍ଦିରକୁ ଯାଇ ସେ ପ୍ରଭୁଙ୍କୁ ଦର୍ଶନ କରିଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details