ଭୁବନେଶ୍ବର: ପ୍ରଚଣ୍ଡ ଗ୍ରୀଷ୍ମତାପ ପରେ ଖରାରୁ ମିଳିପାରେ ସାମାନ୍ୟ ଆଶ୍ବସ୍ତି । ଲଗାତାର 4ଦିନ ବର୍ଷା ହେବା ନେଇ ପାଣିପାଗ ବିଭାର କରିଛି ପୂର୍ବାନୁମାନ ।
ତାତିରୁ ମିଳିବ ତ୍ରାହି, 4 ଦିନ ଭିଜାଇବ ପ୍ରି-ମନସୁନ - pre monsoon
ତାତିରୁ ମିଳିପାରେ ସାମାନ୍ୟ ଆଶ୍ବସ୍ତି। ଆସନ୍ତା 4 ଦିନ ଲାଗି ରହିପାରେ ବର୍ଷା । ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପଣିପାଗ ବିଭାଗ।
ପ୍ରତିକାତ୍ମକ ଫଟୋ
ଅନ୍ୟ ପଟେ ଗତ 24 ଘଣ୍ଟା ଭିତରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାପମାତ୍ରା କମ୍ ରହିବା ସହ ମୌସୁମୀ ବର୍ଷା ଆସିବାକୁ ଜୁନ 20 ତାରିଖ ହୋଇ ପାରେ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ।
ତେବେ ଏହା ପ୍ରି-ମନସୁନ ବର୍ଷା ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।