ବାଂଲାଦେଶ ମୁକ୍ତି ସଂଗ୍ରାମର ୫୦ତମ ପୂର୍ତ୍ତି ଉତ୍ସବ ପାଳିଲା କଂଗ୍ରେସ - ବାଂଲାଦେଶ ମୁକ୍ତି ସଂଗ୍ରାମର ୫୦ତମ ପୂର୍ତ୍ତି ପାଇଁ ଭୁବନେଶ୍ବରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ
PCC ପକ୍ଷରୁ ରାଜ୍ୟସ୍ତରୀୟ ବାଂଲାଦେଶ ମୁକ୍ତି ସଂଗ୍ରାମ-୧୯୭୧ର ୫୦ତମ ପୂର୍ତ୍ତି ଉତ୍ସବ ପାଳିତ ହୋଇଛି । ଏହି ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବଳିଷ୍ଠ ବ୍ୟକ୍ତିତ୍ୱ ଏବଂ କାର୍ଯ୍ୟଦକ୍ଷତାକୁ ମନେ ପକାଇଲେ ସେନା ଅଧିକାରୀ । ଅଧିକ ପଢ଼ନ୍ତୁ
![ବାଂଲାଦେଶ ମୁକ୍ତି ସଂଗ୍ରାମର ୫୦ତମ ପୂର୍ତ୍ତି ଉତ୍ସବ ପାଳିଲା କଂଗ୍ରେସ ବାଂଲାଦେଶ ମୁକ୍ତି ସଂଗ୍ରାମର ୫୦ତମ ପୂର୍ତ୍ତି ଉତ୍ସବ ପାଳିଲା କଂଗ୍ରେସ](https://etvbharatimages.akamaized.net/etvbharat/prod-images/768-512-13971798-thumbnail-3x2-congress.jpg)
ବାଂଲାଦେଶ ମୁକ୍ତି ସଂଗ୍ରାମର ୫୦ତମ ପୂର୍ତ୍ତି ଉତ୍ସବ ପାଳିଲା କଂଗ୍ରେସ
ଭୁବନେଶ୍ବର: PCC ପକ୍ଷରୁ ରାଜ୍ୟସ୍ତରୀୟ ବାଂଲାଦେଶ ମୁକ୍ତି ସଂଗ୍ରାମ -୧୯୭୧ର ୫୦ତମ ପୂର୍ତ୍ତି ଉତ୍ସବ ପାଳିତ ହୋଇଛି । ଏହି ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବଳିଷ୍ଠ ବ୍ୟକ୍ତିତ୍ୱ ଏବଂ କାର୍ଯ୍ୟଦକ୍ଷତାକୁ ମନେ ପକାଇଲେ ସେନା ଅଧିକାରୀ । ଏଥିରେ ପୂର୍ବତନ ଯବାନମାନେ ଯୋଗ ଦେଇ ନିଜ ନିଜର ଯୁଦ୍ଧ ଅନୁଭୂତି ବର୍ଣ୍ଣନା କରିଥିଲେ ।
ବାଂଲାଦେଶ ମୁକ୍ତି ସଂଗ୍ରାମର ୫୦ତମ ପୂର୍ତ୍ତି ଉତ୍ସବ ପାଳିଲା କଂଗ୍ରେସ
TAGGED:
odisha congress news