ଓଡିଶା

odisha

ETV Bharat / city

୫୦ ଲକ୍ଷ ଟଙ୍କାର ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଜବତ - ୫୦ ଲକ୍ଷ ଟଙ୍କାର ସିଙ୍ଗିଲ ୟୁଜ ପ୍ଲାଷ୍ଟିକ ଜବତ

ସହିଦ ନଗର ଭବାନୀ ମଲ ନିକଟସ୍ଥ ପ୍ଲଟ ନଂ ୬୩୮ରୁ ଚଢାଉ କରାଯାଇ ୪ ଟ୍ରକ ସିଙ୍ଗିଲ ୟୁଜ ପ୍ଲାଷ୍ଟିକ ଜବତ କରାଯାଇଛି ।

bhubaneswar
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Dec 12, 2019, 3:11 PM IST

Updated : Dec 12, 2019, 10:51 PM IST

ଭୁବନେଶ୍ବର: ରାଜଧାନୀରୁ ପ୍ରାୟ ୫୦ ଲକ୍ଷ ଟଙ୍କାର ପଲିଥିନ ଜବତ କରାଯାଇଛି। ସହିଦ ନଗର ଭବାନୀ ମଲ ନିକଟସ୍ଥ ପ୍ଲଟ ନଂ ୬୩୮ରୁ ଚଢାଉ କରାଯାଇ ୪ ଟ୍ରକ ସିଙ୍ଗିଲ ୟୁଜ ପ୍ଲାଷ୍ଟିକ ଜବତ କରାଯାଇଛି । ବିଏମସି ପକ୍ଷରୁ ଏହି ଚଢାଉ କରାଯାଇଛି। ବ୍ୟବସାୟୀ ଆଲୋକ କୁମାର ବିଶ୍ବାଳଙ୍କ ଠାରୁ ଏହି ପଲିଥିନ ଜବତ କରାଯାଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Dec 12, 2019, 10:51 PM IST

ABOUT THE AUTHOR

...view details