ଭୁବନେଶ୍ବର: ସେପ୍ଟେମ୍ବର 7 ତାରିଖରୁ ଆରମ୍ଭ ହେବ +2 ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା । ଛାତ୍ରଛାତ୍ରୀ ଦୂରଦର୍ଶନ ମାଧ୍ୟମରେ ଦୈନିକ ଏକ ଘଣ୍ଚା ପାଠ ପଢିବେ । କୋରୋନା ପ୍ରକୋପକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।
ସୋମବାରଠୁ ଦୂରଦର୍ଶନ ମାଧ୍ୟମରେ ପାଠ ପଢିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ - ପାଠ ପଢିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ
ସୋମବାରଠୁ ଆରମ୍ଭ ହେବ +2 ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା । ଛାତ୍ରଛାତ୍ରୀ ଦୂରଦର୍ଶନ ମାଧ୍ୟମରେ ଦୈନିକ ଏକ ଘଣ୍ଚା ପାଠ ପଢିବେ । ଅଧିକ ପଢନ୍ତୁ...
ସୋମବାରଠୁ ଦୂରଦର୍ଶନ ମାଧ୍ୟମରେ ପାଠ ପଢିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ
ସୋମବାରଠୁ ଦୂରଦର୍ଶନ ମାଧ୍ୟମରେ ପାଠ ପଢିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ
ସୋମବାର ଠାରୁ ଆରମ୍ଭ କରି ଶୁକ୍ରବାର ପର୍ଯ୍ୟନ୍ତ ଦିନ ସକାଳ 10ଟାରୁ 11ଟା ସମୟ ପର୍ଯ୍ୟନ୍ତ ଏହି ପାଠପଢା ଚାଲିବ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏନେଇ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ