ଭୁବନେଶ୍ବର: ଚଳିତ ମାସ 12 ତାରିଖରେ ପ୍ରକାଶ ପାଇବ ଯୁକ୍ତଦୁଇ ବିଜ୍ଞାନ ରେଜଲ୍ଟ । ସେହିଭଳି ତୃତୀୟ ସପ୍ତାହରେ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । ମଧ୍ୟାହ୍ନ 12.30ରେ ରେଜଲ୍ଟ ପ୍ରକାଶ ପାଇବା ନେଇ ସୂଚନା ରହିଛି ।
ଅଗଷ୍ଟ 12 ରେ ପ୍ରକାଶ ପାଇବ ଯୁକ୍ତଦୁଇ ବିଜ୍ଞାନ ରେଜଲ୍ଟ - ଯୁକ୍ତଦୁଇ
ଚଳିତ ମାସ 12 ତାରିଖରେ ପ୍ରକାଶ ପାଇବ ଯୁକ୍ତଦୁଇ ବିଜ୍ଞାନ ରେଜଲ୍ଟ । ସେହିଭଳି ତୃତୀୟ ସପ୍ତାହରେ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । ଅଧିକ ଖବର ପଢନ୍ତୁ...

ଅଗଷ୍ଟ 12 ରେ ବାହାରିବ ଯୁକ୍ତଦୁଇ ବିଜ୍ଞାନ ରେଜଲ୍ଟ
ଅଗଷ୍ଟ 12 ରେ ପ୍ରକାଶ ପାଇବ ଯୁକ୍ତଦୁଇ ବିଜ୍ଞାନ ରେଜଲ୍ଟ
ସେହିଭଳି ଶେଷ ସପ୍ତାହରେ କଳା ରେଜଲ୍ଟ ପ୍ରକାଶ ପାଇବା ନେଇ ସୂଚନା ରହିଛି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ
Last Updated : Aug 10, 2020, 4:55 PM IST