ଓଡିଶା

odisha

ETV Bharat / city

ଆସନ୍ତା 19 ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବାଣିଜ୍ୟ ରେଜଲ୍ଟ - ଆସନ୍ତା ଅଗଷ୍ଟ 19ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବାଣିଜ୍ୟ ରେଜଲ୍ଟ

ଆସନ୍ତା ଅଗଷ୍ଟ 19ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବାଣିଜ୍ୟ ରେଜଲ୍ଟ
ଆସନ୍ତା ଅଗଷ୍ଟ 19ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବାଣିଜ୍ୟ ରେଜଲ୍ଟ

By

Published : Aug 17, 2020, 5:00 PM IST

Updated : Aug 17, 2020, 5:54 PM IST

16:55 August 17

ଆସନ୍ତା ଅଗଷ୍ଟ 19ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବାଣିଜ୍ୟ ରେଜଲ୍ଟ । ଅଗଷ୍ଟ ୩୧ ସୁଦ୍ଧା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷା ଫଳ ପ୍ରକାଶ ପାଇବ । ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ଏନେଇ ଘୋଷଣା କରିଛନ୍ତି ।

ଆସନ୍ତା ଅଗଷ୍ଟ 19ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ବର: ଆସନ୍ତା ଅଗଷ୍ଟ 19 ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ କାର୍ଯ୍ୟାଳୟରେ ଦିନ ସାଢେ 11ଟାରେ ଏହି ରେଜଲ୍ଟ ପ୍ରକାଶ ପାଇବ । ବିଜ୍ଞାନ ଭଳି ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟରେ ବାଣିଜ୍ୟର ରେଜଲ୍ଟ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଛନ୍ତି ।  

ସେହିପରି ଚଳିତ ମାସ ଶେଷ ସୁଦ୍ଧା ତଥା ଅଗଷ୍ଟ 31 ତାରିଖ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷା ଫଳ ପ୍ରକାଶ ପାଇବ ବୋଲି ମନ୍ତ୍ରୀ କହିଛନ୍ତି । କୋରୋନା କଟକଣା ମଧ୍ୟରେ ଜୁନ ୧ରୁ ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ ହୋଇଥିଲା ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Aug 17, 2020, 5:54 PM IST

ABOUT THE AUTHOR

...view details