ଭୁବନେଶ୍ବର: ଆଜି(ଗୁରୁବାର) ଠାରୁ ଆରମ୍ଭ ହେବ +2 ମୂଲ୍ୟାୟନ ପ୍ରକ୍ରିୟା । ପ୍ରାକ୍ଟିକାଲ ପେପରରେ ମାର୍କ ପାଇଁ ନୂଆ ଉପାୟ ଅବଲମ୍ବନ କଲେ ମୂଲ୍ୟାୟନ ବିଶେଷଜ୍ଞ । ପ୍ରାକ୍ଟିକାଲ ବିଷୟଗୁଡିକର ହ୍ଵାଟ୍ସଆପ ଅଡ଼ିଓ ଓ ଭିଡିଓ କ୍ଲିପ ପସ୍ତୁତ କରି ଦାଖଲ କରିବେ ଛାତ୍ରଛାତ୍ରୀ । ସେହି ବିଷୟଗୁଡିକର ପରୀକ୍ଷାର୍ଥୀଙ୍କୁ ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ 3-5 ମିନିଟ୍ ସମୟର ଅଡିଓ ଓ ଭିଡିଓ କ୍ଲିପ୍ ପ୍ରସ୍ତୁତ କରିବେ ।
+2 ମୂଲ୍ୟାୟନ: ହ୍ବାଟ୍ସଆପରେ ସବମିଟ୍ ହେବ ପ୍ରାକ୍ଟିକାଲ ପେପର - ହ୍ବାଟ୍ସଆପରେ +2 ପ୍ରାକ୍ଟିକାଲ ମାର୍କ
ପ୍ରାକ୍ଟିକାଲ ପେପରରେ ମାର୍କ ପାଇଁ ନୂଆ ଉପାୟ ଅବଲମ୍ବନ କଲେ ମୂଲ୍ୟାୟନ ବିଶେଷଜ୍ଞ । ଏହି ବିଷୟ ଗୁଡିକର ହ୍ଵାଟ୍ସଆପ ଅଡ଼ିଓ ଓ ଭିଡିଓ କ୍ଲିପ ପସ୍ତୁତ କରି ଦାଖଲ କରିବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ...
+2 ପ୍ରାକ୍ଟିକାଲ ବିଷୟରେ ହ୍ବାଟ୍ସଆପ ଭିଡିଓ ପଠାଇବେ ଛାତ୍ରଛାତ୍ରୀ
ଏସବୁ ବିଷୟରେ ପ୍ରୋଜେକ୍ଟ ପେପର ବ୍ୟବସ୍ଥା ନଥିବାରୁ ଏଭଳି ପଦ୍ଧତି ଅପଣାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବିଜ୍ଞପ୍ତି ପ୍ରକାଶ କରିଛି । ଏନେଇ ସମସ୍ତ କଲେଜକୁ ନିର୍ଦ୍ଦେଶ ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ
Last Updated : Jul 8, 2021, 10:11 AM IST