ଭୁବନେଶ୍ବର: କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ନାମଲେଖା ଅବଧି ବଢାଇ ଦିଆଯାଇଛି। ଯୁକ୍ତ ଦୁଇର ପ୍ରଥମ ପର୍ଯ୍ୟାୟର ନାମ ଲେଖା ଅବଧି ଆସନ୍ତା 26 ତାରିଖ ବଦଳରେ 30 ତାରିଖକୁ ବୃଦ୍ଧି କରାଯାଇଛି।
ଯୁକ୍ତ ଦୁଇ ନାମଲେଖା ଅବଧି 4 ଦିନ ବଢ଼ିଲା - chse
କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ନାମଲେଖା ଅବଧି ବଢାଇ ଦିଆଯାଇଛି। ଯୁକ୍ତ ଦୁଇର ପ୍ରଥମ ପର୍ଯ୍ୟାୟର ନାମ ଲେଖା ଅବଧି ଆସନ୍ତା 26 ତାରିଖ ବଦଳରେ 30 ତାରିଖକୁ ବୃଦ୍ଧି କରାଯାଇଛି। ଅଧିକ ପଢନ୍ତୁ..

ଯୁକ୍ତ ଦୁଇ ନାମଲେଖା ଅବଧି 4 ଦିନ ବଢ଼ିଲା
ତେବେ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହାକୁ 4 ଦିନ ବୃଦ୍ଧି କରି ଆସନ୍ତା 30 ତାରିଖ କରାଯାଇଛି। ସିବିଏସସି ଓ ଆଇସିଏସଇ ଛାତ୍ରଛାତ୍ରୀଙ୍କ ଡିଜି- ଲକର ସାର୍ଟିଫିକେଟ ଗ୍ରହଣ କରିବା ପାଇଁ ନିର୍ଦେଶ ଦିଆଯାଇଛି। ଏକ ମାସ ଭିତରେ ଅରିଜିନାଲ ଦେବାକୁ ଅଣ୍ଡରଟେକିଙ୍ଗ ରଖିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି। ଆଡମିଶନ ସମୟରେ ଛାତ୍ରଛାତ୍ରୀ ଓ ସମସ୍ତ ଶିକ୍ଷକଙ୍କୁ କୋଭିଡ ନିୟମ ମାନିବାକୁ ନିର୍ଦେଶ ଦିଆଯାଇଛି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ